Odia News Portal
Browsing Tag

police dg

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ। କୋରାପୁଟ BSF ସେକ୍‌ଟର ପଡିଆରେ ଅବତରଣ କରିବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା କରିବେ। ନିର୍ବାଚନ ସୁପରିଚାଳନା ଓ ଆଇନଶୃଙ୍ଖଳା ସ୍ଥିତି ନେଇ ଆଲୋଚନା କରିବେ। ଏହା ସହ ମାଓ ଗତିବିଧିର ମଧ୍ୟ ସମୀକ୍ଷା କରିବେ। ଏହାପରେ ପୋଲିସ…

ସୁନୀଲ କୁମାର ବଂଶଲ ହେଲେ ରାଜ୍ୟର ନୂଆ ପୋଲିସ ଡିଜି ।

ରାଜ୍ୟର ନୂଆ ପୋଲିସ ଡିଜି ହେଲେ ସୁନୀଲ କୁମାର ବଂଶଲ । ନୂଆ ପୋଲିସ ଡିଜି ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ୧୯୮୭ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ କୁମାର ବଂଶଲ । ବର୍ତ୍ତମାନ ସେ ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ।

ନୂଆପଡ଼ା ଗସ୍ତରେ ପୋଲିସ ଡିଜି ଅଭୟ

ନୂଆପଡ଼ା: ପୋଲିସ DG ଅଭୟଙ୍କ ଦିନିକିଆ ନୂଆପଡ଼ା ଗସ୍ତ। ଜିଲ୍ଲାରେ ମାଓ ସ୍ଥିତି ନେଇ ସମୀକ୍ଷା କରିବେ ଡିଜିପି। ସୁନାବେଡ଼ା ଅଭୟାରଣ୍ୟ ଗସ୍ତରେ ଯିବେ DGP। ସୁନାବେଡ଼ାରେ ଥିବା CRPF କ୍ୟାମ୍ପ ପରିଦର୍ଶନ କରିବେ। ମାଓ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଗତ ଦିନରେ ସଫଳତା ସହ କରିଛି।…

ଆହତ ଯବାନଙ୍କୁ ଭେଟିଲେ ପୋଲିସ ଡିଜି

ଭୁବନେଶ୍ୱର: ଗତକାଲି ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଦୁଇ ଯବାନଙ୍କୁ ଭେଟିଛନ୍ତି ପୋଲିସ ଡିଜି ଅଭୟ । ଆହତ ଯବାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ଡିଜି । ସେପଟେ ଆଜି ମଧ୍ୟ କମ୍ବିଂ ଅପରେସନ ଜାରି ରହିଥିବା ମଧ୍ୟ ସୂଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲା…

ଟିକା ନେଲେ ପୋଲିସ ଡିଜି ଅଭୟ

କଟକ: ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୬ହଜାର ସମ୍ମୁଖ ଯୋଦ୍ଧା ଟିକା ନେବାକୁ ପଞ୍ଜିକୃତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ…

ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିୱାରୀଙ୍କ ଦେହାନ୍ତ

ଭୁବନେଶ୍ୱର() ଆରପାରିରେ ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିୱାରୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିିଥିବା ନେଇ ସୂଚନା ମିଳିଛି । ମୃୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା । ସେ କ୍ୟାନସର ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ ।

ଜିରୋ ନାଇଟ ଉପରେ ପୋଲିସର କଡ଼ା ନଜର ରହିବ: ଅଭୟ

ଭୁବନେଶ୍ୱର() ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ନୂଆବର୍ଷ ପାଳନ । ନୂଆ ବର୍ଷ ପାଳନ ପାଇଁ ଚାରିଆଡେ ଉତ୍ସବର ମାହୋଲ । ସେପଟେ ନବବର୍ଷ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ଅଭୟ । ନୂଆବର୍ଷ ପାଳନ ବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଜିରୋ ନାଇଟ୍…