Odia News Portal

ସୌମ୍ୟ, ସୁଧାଂଶୁ ବିଜେଡିରୁ ବିଦା

ଦୁଇ ବିଧାୟକଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି । ବିଧାୟକ ସୌମ୍ୟ ପଟ୍ଟନାୟକ ବିଜେଡିରୁ ବିଦା ହୋଇଛନ୍ତି । ବିଧାୟକ ସୁଧାଂଶୁ ପରିଡା ବିଜେଡିରୁ ବିଦା ହୋଇଥିବା ଖବର ସାମ୍ନାକୁ ଆସିଛି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଦା । ରେମୁଣା ବିଧାୟକ ସୁଧାଂଶୁ ପରିଡା ମଧ୍ୟ ବିଦା ହୋଇଛନ୍ତି । ୨ ବିଧାୟକଙ୍କୁ ବହିଷ୍କାର କଲେ ସଭାପତି ନବୀପ ପଟ୍ଟନାୟକ ।