Odia News Portal

ସନ୍ଧ୍ୟା ୭ଟାରେ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ଆଜି ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବେ ଏସଆରସି ପ୍ରଦୀପ ଜେନା । କରୋନା ପାଇଁ ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଥିବା ସମୟରେ ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ସରକାର । ତେବେ ଆଜି ପୁଣି କରୋନା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରନ୍ତି ଏସଆରସି । ତେବେ କେଉଁ କଟକଣା ଜାରି କରାଯିବ ତା ଉପରେ ରହିଛି ସମସ୍ତ ରାଜ୍ୟବାସୀଙ୍କ ନଜର ।