Odia News Portal

ଭିଜିଲାନ୍ସ ଜାଲରେ ବିଡିଓ

ଭିଜିଲାନ୍ସ ଜାଲରେ ପଡିଲେ ଗୁଡଭେଲା ବିଡିଓ । ଗୁଡଭେଲା ବିଡିଓ ବିନୋଦ ନାଏକ ଭିଜିଲାନ୍ସ ଜାଲରେ ପଡିଲେ ।୧ ଲକ୍ଷ ୮୦ ହଜାର ଟଙ୍କା ଲାଂଚ ନେଲା ବେଳେ ଧରିଲା ଭିଜିଲାନ୍ସ । ଜଣେ ଠିକାଦାରଙ୍କ ଠାରୁ ଲାଂଚ ନେଲା ବେଳେ ଧରା ପଡିଲେ । ସରକାରୀ କ୍ୱାଟର୍ସ ମରାମତି ଠିକା ଦେବାକୁ ଲାଂଚ ନେଉଥିଲେ ।