Odia News Portal

ଶ୍ରୀଲଙ୍କାଠାରୁ ଜିତିବା ପରେ ଖେଳାଳୀଙ୍କୁ ଏମିତି କହି ସମ୍ବୋଧନ କଲେ ଦ୍ରାବିଡ଼, ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ଭାରତ ଗୋଟିଏ ମ୍ୟାଚ ପୂର୍ବରୁ ଜିତିନେଇଛି । ଏକ ରୋମାଞ୍ଚକ ମ୍ୟାଚରେ ଭାରତ ବିଜୟୀ ହେବା ପରେ ଡ୍ରେସିଂ ରୁମରେ ଖେଳାଳୀଙ୍କୁ ସମ୍ବୋଧିତ କରିଛନ୍ତି କୋଚ ରାହୁଲ ଦ୍ରାବିଡ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବସିସିଆଇ ଟ୍ୱିଟର ପେଜରେ ଏହି ଭିଡିଓଟି ପଡିଛି । ତେବେ ଦେଖନ୍ତୁ ବିଜୟୀ ମୁହୂର୍ତ୍ତର ଦୃଶ୍ୟ । କିଏ କଣ କହିଛନ୍ତି ।