Odia News Portal

ଜୁନ ୧ରୁ ଚାଲିବ ଟ୍ରେନ

ନୂଆଦିଲ୍ଲୀ()  ଜୁନ ୧ରୁ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା AC ଟ୍ରେନ୍‌ ଚାଲିବ। SL କୋଚ୍‌ ଓ ଚେୟାର କାର୍‌ ଟ୍ରେନ୍‌ ଚାଲିବ ବୋଲି ଜଣାପଡିଛି । ଖୁବ୍‌ଶୀଘ୍ର ଟ୍ରେନ୍‌ର ସମୟ ସାରଣୀ ଜଣାଇ ଦିଆଯିବ। ଏଣିକି କମ୍‌ ଅର୍ଥ ଖର୍ଚ୍ଚ କରି ଲୋକମାନେ ଘରକୁ ଯାଇପାରିବେ। ଖୁବଶୀଘ୍ର ଏନେଇ ଆରମ୍ଭ ହୋଇଯିବ ଅନଲାଇନ ବୁକିଂ। ଏନେଇ ରେଳମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି।