Odia News Portal
Browsing Tag

train

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା

ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବକ। ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ।ମୃତ ଯୁବକଙ୍କ ନାଁ ସୁଦାମ। ତାଙ୍କୁ ପ୍ରାୟ ୨୫ ବର୍ଷ ହୋଇଥିଲା। ତାଙ୍କ ଘର ବଲାଙ୍ଗିର ସଦର ବ୍ଳକ୍ ଅନ୍ତର୍ଗତ କୁଟୁମଡ଼ୋଳା ଗାଁରେ। ବିଲମ୍ୱିତ ରାତିରେ ଏହି ଦୁଃଖଦ ଘଟଣା ଘଟିଥିଲା। ବଲାଙ୍ଗିର…

ପୁଣି ଟ୍ରେନରେ ମିଳିବ ରନ୍ଧା ଖାଦ୍ୟ

ଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କୁ ଖାଦ୍ୟ ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବନି । କାରଣ ଯାତ୍ରୀଙ୍କୁ ପୁଣି ରନ୍ଧା ଖାଦ୍ୟ ପରଷିବାକୁ ରେଳବାଇ ବୋର୍ଡ ନିର୍ଦ୍ଦେଶ ଜାରି କରିଛି। ଏବେ ଯାତ୍ରୀମାନଙ୍କୁ ଟ୍ରେନରେ ଖାଲି ପେଟରେ ଯାତ୍ରା କରିବାକୁ ପଡିବ ନାହିଁ | କୋଭିଡ-୧୯ କଟକଣା ଯୋଗୁଁ ରେଳବାଇ…

ବାତ୍ୟା ଲାଗି ବାତିଲ ହେଲା ଏହିସବୁ ଟ୍ରେନ୍

ଭୁବନେଶ୍ୱର: ରବିବାର ସନ୍ଧ୍ୟାରେ ସାମୁଦ୍ରିକ ବାତ୍ୟା ଗୁଲାବ ଉତ୍ତର ଆନ୍ଧ୍ରପ୍ରଦେଶ – କଳିଙ୍ଗପାଟନମ୍ ଏବଂ ଗୋପାଳପୁର ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ଥିବାରୁ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ କେତେକ ଟ୍ରେନ ବାତିଲ କରାଯାଇଥିବା ବେଳେ ଅନ୍ୟ କେତେକ ଟ୍ରେନର ଗତିପଥ…

ଲାଇନ ଚ୍ୟୁଚ ହେଲା ଦିଲ୍ଲୀ-ଗୋଆ ରାଜଧାନୀ ଏକ୍ସପ୍ରେସ

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ହଜରତ ନିଜାମୁଦ୍ଦିନରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ ଆଜି ସକାଳେ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। କୋଙ୍କଣ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା…

କୋଇଲା ବୋଝେଇ ହାଇୱାକୁ ଧକ୍କା ଦେଲା ଟ୍ରେନ

ଜଗସିଂହପୁର: କୋଇଲା ବୋଝେଇ ହାଇସ୍ୱାକୁ ଧକ୍କା ଦେଲା ଟ୍ରେନ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ଏହି ଦୁର୍ଘଟଣାରେ ହାଇୱାଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି । ତେବେ ସେହି ସ୍ଥାନରେ ରେଳ ଧାରଣା ପାର ହୋଇ ସବୁଦିନ ହଜାର…

ମଦୁଆ ସ୍ୱାମୀର ନିର୍ଯାତନା ସହି ନପାରି ୫ଝିଅଙ୍କ ସହ ଆତ୍ମହତ୍ୟା କଲେ ମହିଳା

ନୂଆପଡ଼ା: ପାରିବାରିକ କଳହର କରୁଣ ପରିଣତି । ମଦୁଆ ସ୍ୱାମୀର ଅକଥନୀୟ ନିର୍ଯାତନାକୁ ସହିପାରିଲେନି ସ୍ତ୍ରୀ । ପ୍ରତିଦିନ ମଦ ପିଇ ଘରକୁ ଆସି ଝଗଡ଼ା କରିବା ସହ ମାର ଧର କରୁଥିଲା ସ୍ୱାମୀ । ଶେଷରେ ୫ଜଣ ଝିଅଙ୍କୁ ନେଇ ଟ୍ରେନ ଆଗରେ ଡେଇଁ ପଡ଼ିଲେ ମହିଳା । ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ…

ପାକିସ୍ତାନରେ ଟ୍ରେନ ଦୁର୍ଘଟଣାରେ ୩୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଦୁଇ ଟ୍ରେନ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନର ଘୋଟକି ଜିଲ୍ଲାର ଧାରକି ନାମକ ଏକ ସହରରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସାର ସାୟଦ ନାମକ ଏକ୍ସପ୍ରେସ ଟ୍ରେନ ଲାହୋର ଅଭିମୁଖେ…

ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ

ଭୁବନେଶ୍ୱର() ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ବନ୍ଦ ହୋଇଛି । ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୂର୍ବତଟ ରେଳବାଇ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ୧ରୁ ଚାଲିବାକୁ ଥିବା…

ଜୁନ ୧ରୁ ଚାଲିବ ଟ୍ରେନ

ନୂଆଦିଲ୍ଲୀ()  ଜୁନ ୧ରୁ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା AC ଟ୍ରେନ୍‌ ଚାଲିବ। SL କୋଚ୍‌ ଓ ଚେୟାର କାର୍‌ ଟ୍ରେନ୍‌ ଚାଲିବ ବୋଲି ଜଣାପଡିଛି । ଖୁବ୍‌ଶୀଘ୍ର ଟ୍ରେନ୍‌ର ସମୟ ସାରଣୀ ଜଣାଇ ଦିଆଯିବ। ଏଣିକି କମ୍‌ ଅର୍ଥ ଖର୍ଚ୍ଚ କରି ଲୋକମାନେ ଘରକୁ ଯାଇପାରିବେ। ଖୁବଶୀଘ୍ର ଏନେଇ ଆରମ୍ଭ…

୧୨ତାରିଖରୁ ଦେଶର ୧୫ଟି ପ୍ରମୁଖ ସହରକୁ ଗଡିବ ଟ୍ରେନ୍‌, ଜାଣନ୍ତୁ ସମସ୍ତ ସହରର ନାଁ

କରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଳ ପକ୍ଷରୁ ମେ ୧୨ରୁ ପ୍ରାସେଞ୍ଜର ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି । ଆରମ୍ଭରୁ ମାତ୍ର ୧୫ଟି ଟ୍ରେନ୍ ଗଡିବ । ଏନେଇ ଆଜି ଅପରାହ୍ଣ ୪ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ । ଏହି ଟ୍ରେନ୍ ଯେଉଁ ରୁଟରେ ଯିବ , ପୁଣିଥରେ ସେହି ରୁଟରେ ଫେରିଆସିବ । ଲକ୍-ଡାଉନରେ…