Odia News Portal

ମକର ସଂକ୍ରାନ୍ତିରେ ଅଟ୍ରି ଉଷ୍ମ ପ୍ରସ୍ରବଣ ମାନସିକ କୁଣ୍ଡରେ ‘ପୁଅ ପାଇଁ ଗୁଆ ଖୋଜା’

ବେଗୁନିଆ: ଆଜି ପବିତ୍ର ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର୍ଯ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବ। ଏହି ମକର ସଂକ୍ରାନ୍ତି ସମଗ୍ର ଦେଶରେ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇଥାଏ। ଓଡ଼ିିଶାରେ ମଧ୍ୟ ଆଞ୍ଚଳିକ ଭାବେ ଏହାର ଭିନ୍ନ…

ଖଇରା ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୮ବଖରା ଘର

ଖଇରା: ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରୀ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗାଁର ତରଣସେନ ମହାପାତ୍ରଙ୍କ ଘରେ ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ୮ ବଖରା ଘର ଜଳିଯାଇଥିଲା । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ…

ନବ କଳେବର ବ୍ରହ୍ମ ବିଭ୍ରାଟ ମାମଲା, ୯ ସେବାୟତଙ୍କୁ ନୋଟିସ ଜାରି

ପୁରୀ: ନବ କଳେବର ସମୟରେ ବ୍ରହ୍ମ ବିଭ୍ରାଟ ଚରମ ବିଶୃଂଖଳାର ରୂପ ନେଇଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ତରଫରୁ  ୯ଜଣ ସେବାୟତଙ୍କୁ ନୋଟିସ ଜାରି ହୋଇଛି । ୮ ଦଇତାପତି ଓ ଜଣେ ମହାରଣାଙ୍କୁ ନୋଟିସ ଜାରି କରାଯାଇଛି ଏବଂ ୧୫ ଦିନ ମଧ୍ୟରେ ଜବାବ ରଖିବା ନିର୍ଦ୍ଦେଶ…

ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ଗୁଡି

ପୁରୀ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ପ୍ରଦର୍ଶନୀ। ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ବାଲୁକାକଳାରେ ରାଜ୍ୟବାସୀଙ୍କୁ ମକର ସଂକ୍ରାନ୍ତି ପାଇଁ ଶୁଭେଛାର ବାର୍ତ୍ତା ଜଣାଇଛନ୍ତି। ଏହି ଅବସରରେ ଗୁଡି…

‘ସଞ୍ଜୁ’ ନିର୍ଦ୍ଦେଶକ ରାଜକୁମାର ହିରାନିଙ୍କ ବିରୋଧରେ ‘ମି ଠୁ’ ଅଭିଯୋଗ

ମୁମ୍ବାଇ : କିଛି ଦିନ ବ୍ୟବଧାନରେ ପୁଣି ଫେରିଛି ‘ମି ଠୁ’ ଅଭିଯୋଗ । ଏଥର ଫସିଛନ୍ତି ଜଣାଶୁଣା ବଲିଉଡ୍‌ ନିର୍ଦ୍ଦେଶକ ରାଜକୁମାର ହାରାନି । ତାଙ୍କ ବିରୋଧରେ ତାଙ୍କର ଜଣେ ମହିଳା ସହକାରୀ ଏଭଳି ଅଭିଯୋଗ ଆଣିଛନ୍ତି । ମୁନ୍ନାଭାଇ ସିରିଜ୍‌, ପିକେ, ସଞ୍ଜୁ ଭଳି ସୁପରହିଟ୍‌ ଫିଲ୍ମର…

ବଲାଙ୍ଗୀର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଚାଲିଛି ଜୋରଦାର ପ୍ରସ୍ତୁତି

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୫ରେ ଦିନିକିଆ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ମୋଦି ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହା ପରେ ମୋଦି ଭାରତୀୟ ଜନତା ପାର୍ଟିର ବିଶାଳ ସମାବେଶରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ।…

ହ୍ବିଲ୍‌ ଚେୟାରଟିଏ ମିଳିଲାନି ଶେଷରେ ଟାଣି ଟାଣି ନେଲେ

ଚିକିତ୍ସା ପାଇଁ ବାହାରିଥିବା ରାଉରକେଲାର ଜଣେ ରେଲବାଇ କର୍ମଚାରୀଙ୍କୁ କୋଲକାତା ରେଲୱେ ଷ୍ଟେସନରେ ହ୍ବିଲ୍‌ ଚେୟାରଟିଏ ମିଳିଲାନି। ଏମିତିକି ଷ୍ଟ୍ରେଚର୍‌ଟିଏ ବି ଯୋଗାଇ ଦିଆଗଲାନି। ଫଳରେ ବାଧ୍ୟହୋଇ ଆମ୍ବୁଲାନ୍‌ସରେ ଥିବା ଷ୍ଟ୍ରେଚର୍‌ରେ ଲଦି ତାଙ୍କୁ ଟାଣି ଟାଣି ନିଆଯାଇଛି। ରେଳ…

ଜଙ୍ଗଲ ଭିତରେ ଗଜରାଜଙ୍କ ଚିକିତ୍ସା

ଜଙ୍ଗଲ ଭିତରେ ହାତୀର ଚିକିତ୍ସା। ସେ ପୁଣି ଜଙ୍ଗଲୀ ହାତୀର। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ପଡ଼ିଥିବା ହାତୀକୁ ଚିକିତ୍ସା କରି ସୁସ୍ଥ କରିବାକୁ ବନବିଭାଗ କର୍ତ୍ତୃପକ୍ଷ ଉଦ୍ୟମ କରିଛନ୍ତି। ଆଠଗଡ଼ ଡିଭିଜନ୍ ନରସିଂହପୁର ରେଞ୍ଜ୍ ବାଲିକିଆରି ସଂରକ୍ଷିତ ଜଙ୍ଗଲ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ…

ମକର ସଂକ୍ରାନ୍ତି ପାଇଁ ବୁଡ଼ ପକାଇବାକୁ ଆହ୍ଲାବାଦ ପ୍ରୟାଗରାଜରେ ଭିଡ଼

ଆଜିଠୁ ପ୍ରୟାଗରେ କୁମ୍ଭ ମେଳା । ପ୍ରଥମ ସାହି ସ୍ନାନ ପାଇଁ ସାଧୁସନ୍ଥଙ୍କ ଭିଡ ଜମିଛି । ଏହି ବିଶାଳ ଆଧ୍ୟାତ୍ମିକ ମହାମେଳାରେ ଯୋଗଦେବା ପାଇଁ ଭାରତର ବିଭିନ୍ନ କୋଣଅନୁକୋଣରୁ ସାଧୁସନ୍ଥଙ୍କ ସମାଗମ ହୋଇଛି । ସେହିପରି ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି । ୫୦ ଦିନ ଧରି…

ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବେ ଦେଶର ପ୍ରଥମ ମହିଳା ସ୍ୱାଟ କମାଣ୍ଡୋ !

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ୪୮ ପାରାମିଲିଟାରି ଫୋର୍ସ କମ୍ପାନୀ ଏବଂ ୩୫ ହଜାର ଦିଲ୍ଲୀ ପୋଲିସ ଯବାନଙ୍କ ହାତରେ ରହିବ । ଏହି ପୋଲିସ ଏବଂ ଯବାନମାନେ ଆଗାମୀ ୪ ଦିନ ମଧ୍ୟରେ ଦିଲ୍ଲୀ ପହଂଚିବେ । ପ୍ରଥମ ଥର ପାଇ ପରେଡ ରୁଟ…
https://celsiuswin-fr.com/
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.
Опытные игроки не держат ненужные предметы без дела: кейсы, апгрейд и обмен позволяют превратить недорогие скины в более ценные, а быстрый вывод в Steam и покупка внутриигровой валюты упрощают игровой процесс. Сервис ruster gg предлагает сравнить варианты, выбрать нужный предмет и мгновенно вывести его в Steam, избавив от лишних поисков и усилий.
Опытные игроки давно не держат ненужные предметы без дела: обмен, кейсы и апгрейд позволяют превратить недорогие скины в более ценные, а понятные условия и быстрый вывод в Steam делают процесс простым даже для новичков. Сервис пабгич помогает выбрать предмет и цель, покупка внутриигровой валюты, сравнить варианты и улучшить инвентарь без долгого поиска выгодных обменов.