ଅଢେଇ ବର୍ଷର ଶିଶୁ କନ୍ୟାକୁ ବଳି ଚଢାଇଲା ତାନ୍ତ୍ରିକ
ତାନ୍ତ୍ରିକର ଜଘନ୍ୟ କାଣ୍ଡ । ଦେବୀ ମାଙ୍କୁ ପ୍ରସନ୍ନ କରିବାକୁ ଯାଇ ଏକ ଅଢେଇ ବର୍ଷର ଶିଶୁ କନ୍ୟାକୁ ବଳି ଚଢାଇଲା ତାନ୍ତ୍ରିକ । ଏଭଳି ଏକ ଜଘନ୍ୟକାଣ୍ଡ ଘଟିଛି ଆଗ୍ରାର ଖେରାଗଡ ତହସିଲର ଜଗନର୍ ପୋଲିସ୍ ଷ୍ଟେସନ ଅଞ୍ଚଳରେ । ସୂଚନା ଅନୁଯାୟୀ, ତନ୍ତ ମନ୍ତ୍ରକୁ ସଫଳ କରିବା ପାଇଁ ଅଭିଯୁକ୍ତ!-->…
