Odia News Portal

ହୃଦଘାତ ପୂର୍ବରୁ ମିଳିଥାଏ ଏହି ସଙ୍କେତ

ମଣିଷ ଶରୀରରେ କିଛି ବି ଅସୁବିଧା ହେଲେ ତାହାର ଆଗୁଆ ସଙ୍କେତ ମିଳିଯାଏ। କିଛି ଜଣ ଏହାକୁ ଜାଣିଥାନ୍ତି କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଏହା ସମ୍ପର୍କରେ ଆଦୌ ସଚେତନ ନଥାନ୍ତି। ଆଜିକାଲିର ଚିନ୍ତା ବହୁଳ ଜୀବନରେ ଲୋକଙ୍କୁ ଅନେକ ରୋଗ ମାଡ଼ି ବସୁଛି। ଖାସ କରି ହୃଦରୋଗ ଜନିତ ସମସ୍ୟା। ଏହା

‘ମୋ ବସ’ ସେବାରେ ଖୁବଶୀଘ୍ର ସାମିଲ ହେବ ବ୍ୟାଟେରୀ ଚାଳିତ ବା ଇ-ବସ୍

ରାଜଧାନୀର ରାଜରାସ୍ତାରେ ଗଡିବ ଇ-ବସ୍ | ରାଜ୍ୟରେ ‘ମୋ ବସ’ ସେବାରେ ଖୁବଶୀଘ୍ର ସାମିଲ ହେବ ବ୍ୟାଟେରୀ ଚାଳିତ ବା ଇ-ବସ୍ | ଏଥିପାଇଁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ‘ମୋ ବସ୍ ’ ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା ‘କ୍ରୁଟ୍ ’ ଅଧିକାରୀମାନଙ୍କୁ ପରାମର୍ଶ

ଏମିତି ଏକ ଗାଁ ଯେଉଁଠି ୧୨ ବର୍ଷ ହେଲା ଜନ୍ମ ହେଉଛନ୍ତି ଖାଲି ଝିଅ

ଦୁନିଆ ଖୁବ୍ ରହସ୍ୟମୟ। ଦୁନିଆରେ ଆଜିବି ଅନେକ ରହସ୍ୟ ଅଛି ଯାହା ସମାଧାନ ହୋଇନାହିଁ । ବୈଜ୍ଞାନିକମାନେ ଅନେକ ରହସ୍ୟରୁ ପରଦା ହଟାଇ ଥିବାବେଳେ, ଅନେକ ଆଜିବି ରହସ୍ୟ ଘେରରେ। ଦୁନିଆରେ ଏପରି ଅନେକ ଅଜବ ସ୍ଥାନ ଅଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ପ୍ରଥମେ ସେ ସ୍ଥାନର ମାହାତ୍ମ୍ୟ

ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା

ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା। ୧୯୯୬ ମସିହା ବ୍ୟାଚ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା। ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପରେ ପ୍ରତିକ୍ରିୟାରେ ଅରୁଣ ବୋଥ୍ରା କହିଛନ୍ତି, ମୋ ଘର ବାହୁଡା ହୋଇଛି । ରାଜ୍ୟର ଅପରାଧ

ଏଥର ଆଗୁଆ ଆସିବ ମୌସମୀ

ଅସହ୍ୟ ଗରମରୁ ଶୀଘ୍ର ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଗତ ଦୁଇ ଦିନ ହେଲା ବାତ୍ୟ ଆଶଙ୍କାରେ ଅସହ୍ୟ ଗରମରୁ ନିସ୍ତାର ମିଳିଥିବା ବେଳେ, ଏବେ ଏଥର ଆଗୁଆ ମୌସମୀ ଆସିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସମ୍ଭବତଃ ମେ ମାସ ଶେଷ ସପ୍ତାହରେ ଆସିପାରେ । ଚଳିତ ମାସ ଶେଷ

STF ଜାଲରେ ବାଘ ଛାଲ ବ୍ୟବସାୟୀ

STF ଜାଲରେ ବାଘ ଛାଲ ବ୍ୟବସାୟୀ । ସଇଁତଳା ଟିକ୍ରପଡ଼ା ରାସ୍ତାରେ ବାଘଛାଲ ବିକ୍ରି ବେଳେ ମାଡିବସିଲା ଏସଟିଏଫ । କଲରାପତରିଆ ଚିତାବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନାଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ସଇଁତଳା ଟିକ୍ରପଡ଼ା ରାସ୍ତାରେ ଜଣେ ବ୍ୟକ୍ତି ଏହି ଛାଲ

ବିଜେପି ନେତା ତଜିନ୍ଦର ପାଲ୍ ସିଂ ବଗାଙ୍କୁ ଗିରଫ କଲା ପଞ୍ଜାବ ପୋଲିସ

ବିଜେପି ନେତା ତଜିନ୍ଦର ପାଲ ସିଂ ବଗାଙ୍କୁ ପଞ୍ଜାବ ପୋଲିସ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଛି। ଉତ୍ତେଜନାମୂଳକ ଭାଷଣ ଦେବା ଓ ଧମକ ଦେବା ଅଭିଯୋଗରେ ତେଜିନ୍ଦର ପାଲଙ୍କ ବିରୋଧରେ ପଞ୍ଜାବ ପୋଲିସ ଗତମାସରେ ଏକ ମାମଲା ରୁଜୁ କରିଥିଲା। ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ଉପରେ ମନ୍ତବ୍ୟ ନେଇ

ଏହି ଗାଁ ରେ ୫୦ ବର୍ଷରେ ଥରେ ଆସେ ଭୂତ

ଲଣ୍ଡନରୁ କିଛି ଦୂରରେ ଅବସ୍ଥିତ ହ୍ୟାମରସ୍ମିଥ୍‌ । ନାମକ ଏକ ଛୋଟ ଗାଁ । ଯେଉଁ ସମୟର କଥା କୁହାଯାଉଛି ସେତେବେଳେ ଏହି ଗାଁକୁ ବିଦ୍ୟୁତ୍‌ ଆସିନଥିଲା । ରାତି ହେବା ପରେ ଭୌତିକ ପରିବେଶର ସମ୍ମୁଖୀନ ହେଉଥିଲେ ହ୍ୟାମରସ୍ମିଥର ବାସିନ୍ଦାମାନେ । ୧୮୦୩ ମସିହା କଥା । ଗାଁରେ ହଠାତ୍‌ ଆରମ୍ଭ

୮ ରେ ବାତ୍ୟା,୧୦ରେ ଓଡ଼ିଶା-ଆନ୍ଧ୍ର ଉପକୂଳରେ କରିବ ଲ୍ୟାଣ୍ଡଫଲ୍

ବାତ୍ୟାରେ ପରିଣତ ହୋଇପାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ। ୮ ତାରିଖ ସନ୍ଧ୍ୟା ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତିକରି ବାତ୍ୟାରେ ରୂପାନ୍ତରିତ ହେବ।

ଚିଲିକା ଡଙ୍ଗା ବୁଡି ଘଟଣା : ଚିଲିକା ଖାରିବନ୍ଧ ନିକଟରୁ ମିଳିଲା ନିଖୋଜଙ୍କ ମୃତଦେହ

ଚିଲିକା ଡଙ୍ଗା ବୁଡି ଘଟଣା। ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ। ଦୀର୍ଘ ସମୟର ଅପେରେସନ୍ ପରେ ଚିଲିକା ଖାରିବନ୍ଧ ନିକଟରୁ ନିଖୋଜଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରକାଶ ଥାଉକି, ଗୁରୁବାର ଅପରାହ୍ଣ ସାଢ଼େ ୪ଟାରେ କାଳବୈଶାଖୀ ପ୍ରଭାବରେ ଚିଲିକାର ଗଭୀର ଜଳରାଶିରେ ଏକ ଯାତ୍ରୀବାହୀ ଡଙ୍ଗା