ଆଚାର୍ଯ୍ୟବିହାର ଫ୍ଲାଏଓଭର ଅଘଟଣ,ବାଇକ ସହ ଜଳିଗଲେ ଯୁବକ
ଭୁବନେଶ୍ୱର ଆଚାର୍ଯ୍ୟବିହାର ଫ୍ଲାଏଓଭରରେ ଅଘଟଣ । ମହାରାଜା ହଲ ସମ୍ମୁଖ ଫ୍ଲାଏଓଭର ଉପରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି । ରାତି ପ୍ରାୟ ୧୨ଟାରେ ରାଜପଥ ଉପରେ ଅତି ରହସ୍ୟଜନକ ଭାବେ ଜଣେ ଯୁବକ ଏବଂ ତାଙ୍କ ବାଇକ୍ ପୋଡି ଯାଉଥିବା ଦେଖିବାକୁ ମିଳିଥିଲା । ବାଟରେ ଯାଉଥିବା ଲୋକ ଏହାକୁ ଦେଖି!-->…
