କର୍ଣ୍ଣାଟକରେ ଲାଗୁ ହେଲା କୋଭିଡ୍ କଟକଣା
ଦେଶରେ ଏବେ ବଢୁଛି କରୋନାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ସଂକ୍ରମଣ ହାର ଏବେ ଉପରମୁହାଁ ରହିଛି | ବଢୁଥିବା ସଂକ୍ରମଣକୁ ଦେଖି ଦୃଷ୍ଟିରେ ରଖି ରାଜ୍ୟରେ ପୁଣିଥରେ ଲାଗୁ ହେଲା କୋଭିଡ କଟକଣା | କର୍ଣ୍ଣାଟକ ସରକାର ଶୁକ୍ରବାର ରାଜ୍ୟରେ କୋଭିଡ୍ କଟକଣା ଲାଗୁ କରିଛନ୍ତି। ଫଳରେ!-->…
