ଏହି ନଦୀର କାଦୁଅରୁ ବାହାରୁଛି ସୁନା
ପଙ୍କରୁ ବାହାରୁଛି ସୁନା। ବିଶ୍ୱାସ ହେଉ ନଥିଲେ ବି କଥାଟି ପୂରାପୂରି ସତ। ଥାଇଲାଣ୍ଡରେ ଏକ ଏଭଳି ନଦୀ ରହିଛି, ଯାହା ଭିତରୁ ବାହାରୁଛି ମୂଲ୍ୟବାନ୍ ସୁନା। ଏହି ନଦୀର ଏକ ଅଂଶରେ ଥିବା କାଦୁଅରୁ ଏହି ଅମୂଲ୍ୟ ଜିନିଷ ବାହାରୁଛି। ନଦୀର କାଦୁଅରୁ ସୁନା ବାହାରୁଥିବାରୁ ସ୍ଥାନୀୟ ଲୋକେ ଏହାକୁ!-->…
