Odia News Portal

କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ମୋ ପରିବାର ବହୁତ ଖୁସି: ହାର୍ଦ୍ଦିକ ପଟେଲ

ଏବେ ବେଶ କିଛି ଦିନ ହେବ ଚର୍ଚାରେ ରହି ଆସୁଥିବା ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ କଂଗ୍ରେସ ରୁ ଇସ୍ତଫା ଦେଇଛନ୍ତି | ଅନେକ ଦିନ ଧରି ଲାଗି ରହିଥିବା କଳ୍ପନା ଓ ଜଳ୍ପନାର ଅନ୍ତ ଘଟାଇଛନ୍ତି | ତେବେ କଂଗ୍ରେସ ରୁ ଇସ୍ତଫା ଦେବା ପରେ ଏବେ କୁଁ ଦଳରେ ଯୋଗ ଦେବେ…

ବର୍ଷାଙ୍କ ଥାନାରେ ଏତଲା ପରେ ଅନୁଭବଙ୍କ ପାଲଟା ଜବାବ

ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଦାମ୍ପତ୍ୟ କଳହ ଏବେ ବେଶ ଚର୍ଚାରେ ରହିଛି | ଏବେ ସବୁଠି ତାଙ୍କ ବିବାହ ବିଚ୍ଛେଦ କୁ ନେଇ ଚର୍ଚା | ଗତ କିଛି ଦିନ ତଳେ ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟ କରି ବର୍ଷାଙ୍କ ବିରୋଧରେ ବର୍ଷିଥିବା ବେଳେ, ଏନେଇ ବର୍ଷା ଥାନାରେ…

ଯୋଗୀଙ୍କ ବିରୁଦ୍ଧରେ ଆପତ୍ତିଜନକ ପୋଷ୍ଟ କଲେ ୧୫ ବର୍ଷର ବାଳକ

ଉତ୍ତରପ୍ରଦେଶର ବନ୍ଦାଉ ଠାରେ ଜଣେ ନାବାଳକଙ୍କ ନାଁରେ ସୋସିଆଲ ମିଡିଆରେ ସିଏମ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆପତ୍ତିଜନକ ପୋଷ୍ଟ କରିଥିବାରୁ ପ୍ରଶାସନ ତାଙ୍କୁ ଏକ ନିଆରା ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ୧୫ ବର୍ଷର ବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (ଜେଜେବି) ଦ୍ୱାରା କମ୍ୟୁନିଟି ସେବା…

ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଆଜି ଓ ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ ସାରାରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ୨ ରୁ ୪…

ବ୍ରଜରାଜନଗର ଉପନିର୍ବାଚନ: ଆଜି ପ୍ରଚାର ମୈଦାନ କୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଏବେ ଜୋର ଧରିଛି ପ୍ରଚାର ପ୍ରସାର | ରାଜ୍ୟର ୩ ପ୍ରମୁଖ ଦଳର ନେତା ମାନେ ପ୍ରଚାର ମୈଦାନ କୁ ଓଲ୍ଲାହିଁ ପ୍ରଚାର କୁ ଜୋରଦାର କରିଛନ୍ତି | ନିଜ ଦଳୀୟ ପ୍ରାଥୀ ପାଇଁ ଭୋଟ ମାଗୁଛନ୍ତି | ତେବେ ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ନିର୍ବାଚନ ବିଜ୍ଞପ୍ତି

ଓଡିଶାରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ଆଜି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଥିସହିତ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା 31 ତାରିଖ ଯାଏଁ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ଦାଖଲ…

ଶଙ୍କାରାଚାର୍ଯ୍ୟଙ୍କୁ ଭେଟିଲେ ଗଜପତି ମହାରାଜା

ପରିକ୍ରମା ପ୍ରକଳ୍ପ କୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଗଜପତି ମହାରାଜା । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ପରିଚାଳନା କମିଟି ସଦସ୍ୟ ଭେଟିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ହୋଇଛି ବିଚାର ବିମର୍ଶ ।

କୋଲକାତା ବିମାନବନ୍ଦରରୁ ୧.୫୩ କୋଟି ମୂଲ୍ୟର ବିଦେଶୀ ମୁଦ୍ରା ଜବତ କଲା ଇଡି

କୋଲକାତା ବିମାନବନ୍ଦରରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରାୟ ଦୁଇ ଲକ୍ଷ ଡଲାର ଏବଂ ୟୁରୋ ଜବତ କରିଛି। ଜବତ ହୋଇଥିବା ବିଦେଶୀ ମୁଦ୍ରାର ମୂଲ୍ୟ ୧.୫୩ କୋଟି ଟଙ୍କା। ଇଡି ଏକ ବିବୃତ୍ତିରେ କହିଛି ଯେ ବିମାନ ବନ୍ଦରରୁ ୧୬୫,୦୦୦ ଆମେରିକୀୟ ଡଲାର ଏବଂ, ୪,୩୦,୪୬୦ ୟୁରୋ ଜବତ କରିଛି।…

ଶ୍ରୀଲଙ୍କାକୁ ଭାରତର ସହାୟତା ଜାରି

ଭାରତ ପୁଣି ଥରେ ଅନଟନ ଗ୍ରସ୍ତ ଶ୍ରୀଲଙ୍କାକୁ ବିପୁଳ ପରିମାଣର ପେଟ୍ରୋଲ ପଠାଇଛି। ପଡ଼ୋଶୀ ଦେଶର କର୍ତ୍ତବ୍ୟ ପାଳନ ପୂର୍ବକ ଭାରତ ସଙ୍କଟ ସମୟରେ ଶ୍ରୀଲଙ୍କାକୁ ସହାୟତା ଜାରି ରଖିଛି। ତେବେ ଭାରତ ପ୍ରଥମ ଥର ଶ୍ରୀଲଙ୍କାକୁ ପେଟ୍ରୋଲ-ଡିଜେଲ ପଠାଇ ନାହିଁ। ଏହା ପୂର୍ବରୁ ମଧ୍ୟ ଦୁଇଥର…

ଉତ୍ତରପ୍ରଦେଶରେ ଖୁବଶିଘ୍ର ଆରମ୍ଭ ହେବ ହେଲିକାପ୍ଟର ଟ୍ୟାକ୍ସି ସର୍ଭିସ୍

ପର୍ଯ୍ୟଟକଙ୍କ ପାଇଁ ହେଲିକାପ୍ଟର ଟ୍ୟାକ୍ସି ସର୍ଭିସ୍ । ଉତ୍ତରପ୍ରଦେଶ ସରକାର ଖୁବ୍ ଶିଘ୍ର ଆରଂଭ କରିବାକୁ ଯାଉଛନ୍ତି ଏହି ସେବା । ରାଜ୍ୟର ପର୍ଯ୍ୟଟନସ୍ଥଳୀକୁ ହେଲିକାପ୍ଟର ଟ୍ୟାକ୍ସି ସର୍ଭିସ୍ ଜରିଆରେ ଯୋଡିବାର ପ୍ରାୟସକୁ ଜୋରଦାର କରିଛନ୍ତି । ଏହା ଫଳରେ ଖୁବ୍‌ଶୀଘ୍ର ଆଗ୍ରା ଏବଂ ମଥୁରା…