ଏମିତି ଏକ ଗାଁ ଯେଉଁଠି ୧୨ ବର୍ଷ ହେଲା ଜନ୍ମ ହେଉଛନ୍ତି ଖାଲି ଝିଅ
ଦୁନିଆ ଖୁବ୍ ରହସ୍ୟମୟ। ଦୁନିଆରେ ଆଜିବି ଅନେକ ରହସ୍ୟ ଅଛି ଯାହା ସମାଧାନ ହୋଇନାହିଁ । ବୈଜ୍ଞାନିକମାନେ ଅନେକ ରହସ୍ୟରୁ ପରଦା ହଟାଇ ଥିବାବେଳେ, ଅନେକ ଆଜିବି ରହସ୍ୟ ଘେରରେ। ଦୁନିଆରେ ଏପରି ଅନେକ ଅଜବ ସ୍ଥାନ ଅଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ପ୍ରଥମେ ସେ ସ୍ଥାନର ମାହାତ୍ମ୍ୟ!-->…
