Odia News Portal

ଚିଲିକାରେ ଡଙ୍ଗାବୁଡି ଘଟଣାରେ ଏବେବି ଜଣେ ନିଖୋଜ, ବର୍ଷା ଓ ପବନ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ଚିଲିକାରେ ଡଙ୍ଗାବୁଡି ଘଟଣାରେ ଏବେବି ଜଣେ ନିଖୋଜ। ନିଖୋଜ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅନ୍ତର୍ଗତ କୋଦପୁର ଗାଁର। ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରିରହିଛି ସର୍ଚ୍ଚ ଅପରେସନ। ତେବେ ବର୍ଷା ଓ ପବନ ଯୋଗୁଁ ଉଦ୍ଧାର କାର୍ଯ୍ୟ

ନାସା ଜାରି କଲା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଛବି

ଏ ବିଶ୍ୱ ବ୍ରହ୍ମାଣ୍ଡ ଯାହାକୁ ଚିନ୍ତା କରିବା ବା କଳ୍ପନା କରିବା ମାତ୍ରେ ହିଁ ମୁଣ୍ଡ ବୁଲାଇ ଯାଏ | ତେବେ ସାଧାରଣ ମଣିଷ ତ ଛାଡ ବୈଜ୍ଞାନିକମାନଙ୍କୁ ମଧ୍ୟ କଳ୍ପନା କରିବା କଷ୍ଟ କର ହୋଇପଡେ | ତେବେ ଏଯାଏଁ ପୁରା ବ୍ରହ୍ମାଣ୍ଡକୁ କେହିବି କଳ୍ପନା କରି ପାରିନାହାଁନ୍ତି । ହେଲେ ଏବେ ନାସା

ଜମ୍ମୁ କାଶ୍ମୀରର ବିଧାନସଭା ଆସନ ବୃଦ୍ଧି କରିବାକୁ ଡିଲିମିଟେସନ୍ କମିଶନଙ୍କ ପ୍ରସ୍ତାବ

କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ବିଧାନସଭା ଆସନ ବୃଦ୍ଧି କରିବାକୁ ଡିଲିମିଟେସନ୍ କମିଶନ ପ୍ରସ୍ତାବ ଦେଇଛନ୍ତି। ଜାମ୍ମୁ କାଶ୍ମୀର ପାଇଁ ମୋଟ ୭ ଟି ସିଟ୍ ବୃଦ୍ଧି କରିବାକୁ ଡିଲିମିଟେସନ୍ କମିଶନ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ପରେ ଜାମ୍ମୁ କାଶ୍ମୀରରେ

ଜୀ ସାର୍ଥକର ନୂଆ ଓଡିଆ ସିନେମା “ଡିଟେକ୍ଟିଭ୍ କରନ୍- ଅର୍ଜୁନ “

ଭୁବନେଶ୍ୱର : ଜୀ ସାର୍ଥକ ଫିଲ୍ମସ ଓ ଲିପ୍ସା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଥିବା ନୂଆ ସିନେମା " ଡିଟେକ୍ଟିଭ୍ କରନ୍ - ଅର୍ଜୁନ" ମେ ୧୫ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟମ ହେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି । ଏହି ଚଳଚ୍ଚିତ୍ରରେ ନୂଆ ଅବତାରରେ ଦେଖିବାକୁ ମିଳିବେ ଓଡିଆ ସିନେ

ଆସୁଛି ନୂଆ ଚଳଚ୍ଚିତ୍ର ‘ଲଭ ରିଆକ୍ସନ’

ଭୁବନେଶ୍ୱର : ବଡ ପରଦାକୁ ଆସିବାକୁ ଯାଉଛି ଆଉ ଏକ ନୂଆ ଓଡିଆ ସିନେମା । ଯାହାର ନାଁ ରହିଛି ‘ଲଭ ରିଆକ୍ସନ’ । ଏଥିରେ ପ୍ରଥମ ଥର ପାଇଁ ସୋନମ ଦାସ ଓ ଅମ୍ଳାନ ଏକାଠି ନଜର ଆସିବେ । ସୁପରଫିଟ୍ ଚଳଚ୍ଚିତ୍ର ମିତାଲି ଅପା ସହ ୱେବ ସିରିଜ୍ କ୍ଲବ ୬୯ ଓ ଗ୍ୟାଙ୍ଗସ ଅଫ୍ ପୁରୀରେ ଅଭିନୟ କରି ବେଶ

ସମ୍ଭାବ୍ୟ ବାତ୍ୟା ‘ଆସାନି’କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାଯୋଗୁଁ ଦକ୍ଷିଣ ଆଣ୍ଡାମାନ ସାଗର ଅଶାନ୍ତ ହେଉଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ମଧ୍ୟରେ ବା 6 ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ

ଆଜି ବି ରାବଣର ଦେହାବଶେଷ ସୁରକ୍ଷିତ ରଖାଯାଇଛି

କୁହାଯାଏ ରାମାୟଣ ଏବଂ ଭଗବାନ ରାମଙ୍କର ଅନେକ ପୌରାଣିକ ପ୍ରାମାଣିକତା ଶ୍ରୀଲଙ୍କାରେ ରହିଛି । ଏହି ସ୍ଥାନ ଭଗବାନ ଶ୍ରୀରାମ ଏବଂ ରାବଣ ସହିତ ଯୋଡ଼ି ହୋଇଛି । ଏହି ପ୍ରସଙ୍ଗରେ ଜାଣିବା ଶ୍ରୀଲଙ୍କାରେ ଥିବା ଏମିତି ଏକ ଗୁମ୍ଫା ବିଷୟରେ ଯେଉଁଠି ଆଜି ବି ରାବଣର ଦେହାବଶେଷ ସୁରକ୍ଷିତ ରଖାଯାଇଛି

ଭକ୍ତଙ୍କ ପାଇଁ ଖୁସି ଖବର,ଏଥର ବଡଦାଣ୍ଡରେ ଜମିବ ଭକ୍ତଙ୍କ ଭିଡ

ରଥଯାତ୍ରାକୁ ନେଇ ବଡ ଖବର । ୨ ବର୍ଷର କୋଭିଡ୍‌ କଟକଣା ପରେ ଭକ୍ତଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କୁ ଅନୁମତି ମିଳିଛି । ୨ ବର୍ଷର କୋଭିଡ କଟକଣା ପରେ ବଡ ଦାଣ୍ଡକୁ ଯାଇ ଘୋଷଯାତ୍ରା ଦେଖିପାରିବେ ଭକ୍ତ । ଏ ନେଇ ରଥ ସମନ୍ବୟ କମିଟି ବୈଠକରେ ଆଲୋଚନା ହୋଇଛି । ରଥ

ସମ୍ଭାବ୍ୟ ବାତ୍ୟାକୁ ନେଇ ବଢିଲା ଚିନ୍ତା

ସମ୍ଭାବ୍ୟ ବାତ୍ୟାକୁ ନେଇ ତତ୍ପର ରାଜ୍ୟ ସରକାର । ବାତ୍ୟାର ମୁକାବିଲା ନେଇ ଆଜି ପାକ୍ ପ୍ରସ୍ତୁତି ବୈଠକ ବସିବ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନିସଂ ମାଧ୍ୟମରେ ଏସଆରସି ଆଲୋଚନା କରିବେ । ଏହାସହିତ ପ୍ରସ୍ତୁତ ରହିବାକୁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ

ଭିଜିଲାନ୍ସ ଜାଲରେ ଲାଇଭଷ୍ଟକ ଇନ୍ସପେକ୍ଟର

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାରାହାଙ୍ଗ ଲାଇଭ୍‌ ଷ୍ଟକ୍‌ ଇନ୍‌ସପେକ୍ଟର ଜଗନ୍ନାଥ ରାଉତ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରର ରଘୁନାଥପୁରରେ ୭ଟି ସ୍ଥାନ ସହ