Odia News Portal

ମିଳିବ ହିଟୱେଭରୁ ଆଶ୍ୱସ୍ତି

କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ହିଟୱେଭରୁ ଆଶ୍ୱସ୍ତି ମିଳିବ । ମେ ପ୍ରଥମ ସପ୍ତାହରୁ ଦିନ ତାପମାତ୍ରା କମିବା ସମ୍ଭାବନା ରହିଛି । ଆଗାମୀ ୩ ଦିନ ପରେ ରାଜ୍ୟରେ ୨ ଡିଗ୍ରୀ ଯାଏ ଖସିପାରେ ତାପମାତ୍ରା । ମେ’ ମାସ ୧ରୁ ୨ ତାରିଖ ମଧ୍ୟରେ ଦିନର ତାପମାତ୍ରା ଖସିବା ନେଇ ପୂର୍ବାନୁମାନ କରିଛି

ଦେଢ଼ ବର୍ଷର ଶିଶୁକୁ ମାରି ଆତ୍ମହତ୍ୟା କଲେ ବାପା-ମାଆ

ଘର ଭିତରୁ ୧୫ ମାସର ଶିଶୁ କନ୍ୟା ସମେତ ବାପା, ମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୁହାଯାଉଛି ପାରିବାରିକ କଳହରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସ୍ୱାମୀ ସ୍ତ୍ରୀ । ମୃତକଙ୍କ ଘର ମହାରାଷ୍ଟ୍ର । ହେଲେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରସ୍ଥିତ ଏକ ଭଡା ଘରେ ରହୁଥିଲେ ଏହି ୩ ଜଣ

ଗଜପତି ପରେ ଗଞ୍ଜାମରେ ମୁଖ୍ୟ ସଚିବ ଓ 5T ସଚିବ, ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କରୁଛନ୍ତି ସମୀକ୍ଷା

ଗଜପତିରେ ମୁଖ୍ୟ ସଚିବ ଓ 5T ସଚିବ। କେତେବାଟ ଆଗେଇଛି ଗଜପତି ଜିଲ୍ଲା ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ। ଗଜପତି ଜିଲ୍ଲା ଗସ୍ତରେ ଯାଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ। ନିର୍ମାଣସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା

ଭାରସାମ୍ୟ ହରାଇ ରାସ୍ତାକୁ ଓଲଟିଲା ବସ୍

ସୁନ୍ଦରଗଡରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ଗୁରୁବାର ସକାଳ ୯ଟାରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଝରିଆପାଲି ନିକଟରେ ଭାରସାମ୍ୟ ହରାଇ ରୋଜି ନାମକ ଏକ ଘରୋଇ ବସ୍ (ଓଡି ୧୬ ଏଫ୍- ୫୫୬୬) ଓଲଟି ପଡ଼ିଛି। ବଏଲମା ଠାରୁ ସୁନ୍ଦରଗଡକୁ ଆସୁଥିବା ସମୟରେ

ନିଲମ୍ବିତ ଏଏସଆଇଙ ଘରେ ଭିଜିଲାନ୍ସ ଚଢ଼ାଉ

ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଫାଣ୍ଡିର ନିଲମ୍ବିତ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ମାଲକାନଗିରି, କୋରାପୁଟ ଓ ସୁନାବେଡ଼ା ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।

ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା ।ଦୁଇ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।ସୂଚନାଯୋଗ୍ୟ ଯେ, ୨୦୨୦ରେ କୋରୋନା ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷା ଅଧାରୁ ବାତିଲ ହୋଇଥିବାବେଳେ ୨୦୨୧ରେ ସମ୍ପୂର୍ଣ୍ଣ ବାତିଲ କରାଯାଇଥିଲା । ମେ’ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଯୁକ୍ତ

ଓଜନ କମାଇପାରେ କଞ୍ଚା ଲଙ୍କା

ଓଜନ କମାଇବା ପାଇଁ ଲୋକେ ଅନେକ ଟ୍ରେଣ୍ଡ ଆପଣାଉଛନ୍ତି । ବିଭିନ୍ନ ପ୍ରକାର ଖାଦ୍ୟ ସହିତ ବ୍ୟାୟାମ କରୁଛନ୍ତି । ପ୍ରାକୃତିକ ଉପଚାର ମଧ୍ୟ କରୁଛନ୍ତି । କିନ୍ତୁ କଞ୍ଚା ଲଙ୍କା ଓଜନ କମାଇପାରେ ବୋଲି ହୁଏତ ଅନେକ ଜାଣିନଥିବେ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଏ ବିଷୟରେ ବିଶେଷଜ୍ଞମାନେ

ଫିଲ୍ମ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ

ମନୋରଞ୍ଜନ ଜଗତରୁ ପ୍ରତ୍ୟେକ ଦିନ ଅଭିନେତା-ଅଭିନେତ୍ରୀଙ୍କ ସହ ଜଡିତ ଖବର ସାମ୍ନାକୁ ଆସୁଛି। କିନ୍ତୁ ନିକଟରେ ଏକ ଖବର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚକିତ କରିଦେଇଛି। ଜଣେ ବଡ ଅଭିନେତାଙ୍କ ନାଁରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିନେତା ଜଣଙ୍କ ଫିଲ୍ମରେ କାମ ଦେବା ପରିବର୍ତ୍ତେ ମହିଳାଙ୍କ

ମାଟ୍ରିକ ପରୀକ୍ଷା ପ୍ରସ୍ତୁତି

ଆସନ୍ତା 29 ତାରିଖରୁ ମେ 7 ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ପରିଚାଳନା ନେଇ ବିଏସଇ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ, 3203 ପରୀକ୍ଷା କେନ୍ଦ୍ରରେ ମୋଟ 5 ଲକ୍ଷ 71 ହଜାର 909 ଜଣ ପିଲା ପରୀକ୍ଷା ଦେବେ । 315ଟି

ମିରଟର ଏକ କେମିକାଲ ଫ୍ରାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ମିରଟ ଏକ କେମିକାଲ କାରଖାନାରେ ନିଆଁ । ମଓ୍ଵାନାରେ ଥିବା କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଫାକ୍ଟ୍ରିରେ ଏକାଧିକ ଶ୍ରମିକ କାମ କରୁଥିଲେ । ହେଲେ ଏପର୍ଯ୍ୟନ୍ତ ମୃତାହତଙ୍କ କୌଣସି ସୂଚନା ମିଳିନି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ।