Odia News Portal

ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ପ୍ରତିିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ

ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ପ୍ରତିିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ନିୟମ ମାନିବା ସମସ୍ତଙ୍କ କର୍ତ୍ତବ୍ୟ । ଯଦି ପ୍ରଶାସନ ଅନୁମତି ଦେଇନି କିଛି କାରଣ ଥାଇପାରେ । ଆଇନଶୃଙ୍ଖଳା ସ୍ଥିତି ବି ଥାଇ ପାରେ । ରାଲି ପାଇଁ ନିୟମ କାନୁନ

କ୍ଷୀର ପରେ ବଢ଼ିବ ଛେନା ଦର

କଟକ ସହରରେ ଆଉ ମିଳିବନି ୫ ଟଙ୍କିଆ ମିଠା । କ୍ଷୀର ମୂଲ୍ୟ ବଢିବା ପରେ ଏଭଳି ପରିସ୍ଥିତି ଉପୁଜିଛି । ଆଉ ସପ୍ତାହକ ଭିତରେ ଛେନା ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ତେଣୁ ଏହାକୁ ଦୃଷ୍ଟିରେ ରଖି ମିଠା ବ୍ୟବସାୟୀ ମାନେ ମଧ୍ୟ ଦାମ୍‌ ବଢାଇବାକୁ ନିଷ୍ପତ୍ତି ନେଇସାରିଛନ୍ତି । କିଛି ଦିନ ଭିତରେ ମିଠା

ଅପରାଜିତାଙ୍କୁ ବଡ଼ଦାଣ୍ଡରେ ତୀବ୍ର ବିରୋଧ

ଆଇନ ନମାନି ବଡ଼ଦାଣ୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରାକୁ ବିରୋଧ । ଟାଉନ ଥାନାରେ ଅପରାଜିତାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ଓ ବୁଦ୍ଧିଜୀବୀ । ଅପରାଜିତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା

ଆହୁରି ୫ ଦିନ କଲବଲ କରିବ ଟାଣ ଖରା

ଆହୁରି ୫ ଦିନ କଲବଲ କରିବ ଟାଣ ଖରା । ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିପାରେ ତାତି । ଆଜି ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ଅନୁଗୁଳ ଓ ବଲାଙ୍ଗୀର ଜିଲ୍ଲାରେ ପ୍ରଚଣ୍ଡ ଖରା ହୋଇପାରେ

ସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା: ଡିଏଫଓଙ୍କ ବଦଳି

ବହୁ ଚର୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁରେ ବିବାଦୀୟ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବଦଳି | ରାଜ୍ୟ ସରକାର ତାଙ୍କ ବଦଳି କରିଛନ୍ତି | ଗତବର୍ଷ ଏସିଏଫ ସୌମ୍ୟରଞ୍ଜନଙ୍କର ତାଙ୍କ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ମୃତ୍ୟୁ ହୋଇଥିଲା । ଏହ ଆତ୍ମହତ୍ୟା ନୁହେଁ ବରଂ

ଆସନ୍ତକାଲି ଠାରୁ ଆରମ୍ଭ ଯୁକ୍ତ ଦୁଇ ପରୀକ୍ଷା

ଆସନ୍ତକାଲିଠୁ ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ଏନେଇ ପ୍ରସ୍ତୁତି ଶେଷ ହୋଇଛି | କପି ରୋକିବା ଲାଗି ଗଠନ ହୋଇଛି ସ୍କୁୱାର୍ଡ଼ ଏବଂ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି । ସମସ୍ତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ । ଏପ୍ରିଲ୍‌ ୨୮

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ

ଜଳୁଛି ଶିମିଳିପାଳ ଅଭୟାରଣ୍ୟ

ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜରେ ଗୋଟିଏ ଜାଗାରେ ଲାଗିଛି ନିଆଁ । ଗତକାଲି ଅଭୟାରଣ୍ୟର ୬ ଟି ଜାଗାରେ ନିଆଁ ଲାଗିଥିଲ । ଗତକାଲି ମୋହନପୁର ଓ କେନ୍ଦୁମୁଣ୍ଡି ରେଞ୍ଜରେ ଲାଗିଥିବା ନିଆଁ ଲିଭିଯାଇଥିବା ବେଳେ ଆଜି ଚହଲ ରେଞ୍ଜରେ ନିଆଁ ଲାଗିଛି । ବର୍ତ୍ତମାନ

ବିଷାକ୍ତ ଖୀର ପିଇ ଭାଇ ଭଉଣୀ ମୃତ

ବିଷାକ୍ତ ଖୀର ପିଇ ୨ ବର୍ଷର ଭାଇ ଓ ୩ବର୍ଷର ଭଉଣୀର ଅକାଳ ମୃତ୍ୟୁ ଘଟିଛି। ଆଜି ଭୋରରୁ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମରେ ଏହି ଦୁଃଖଦାୟକ ଘଟଣା ଘଟିଛି। ମୃତକ ହେଲେ ସେହି ଗ୍ରାମର ରୁଦ୍ର ମହାରଣା ଓ ସିମରନ୍ ମହାରଣା। ସେମାନଙ୍କ ମାଆ ସୁନିତା ମହାରଣା ମଧ୍ୟ

ମେ ପ୍ରଥମ ସପ୍ତାହରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ପିସିସି ସଭାପତି

ରାଜ୍ୟ କଂଗ୍ରେସରେ ଅନ୍ତ କନ୍ଦଳ ପରେ ଏବେ ପିସିସି ସଭାପତି ପରିବର୍ତନ ନେଇ ଜୋର ଧରିଥିବା ଚର୍ଚାରେ ଖୁବ ଶୀଘ୍ର ରାଜ୍ୟ କଂଗ୍ରେସ କୁ ମିଳିବ ନୂଆ ପିସିସି ସଭାପତି | ମେ ପ୍ରଥମ ସପ୍ତାହରେ ପିସିସି ସଭାପତି ପରିବର୍ତ୍ତନ ହେବ । ଆଜି ବସିଥିବା କଂଗ୍ରେସ ବୈଠକ ପରେ ପ୍ରଭାରୀ ଚେଲ୍ଲା କୁମାର ଏହି