ରୁଷ-ୟୁକ୍ରେନ୍ ମହାଯୁଦ୍ଧ; ମାରିୟୁପୁଲରେ ରାସାୟନିକ ଆକ୍ରମଣ ଅଭିଯୋଗ
ୟୁକ୍ରେନର ଅଭିଯୋଗ, ମାରିୟୁପୋଲରେ ପୁଟିନ ସେନା ରାସାୟନିକ ଅସ୍ତ୍ର ପ୍ରୟୋଗ କରିଛି। ପୂର୍ବରୁ ଆମେରିକା ଓ ବ୍ରିଟେନ ଏହିଭଳି ଆଶଙ୍କା ପ୍ରକାଶ କରି ଆସୁଥିଲେ । ଆଉ ୟୁକ୍ରେନର ଏଭଳି ଅଭିଯୋଗ ପରେ ତାକୁ ଗୁରୁତ୍ୱର ସହ ନେଇଛି ଆମେରିକା । କିନ୍ତୁ ସତରେ ଯଦି ରୁଷ ରାସାୟନିକ ଅସ୍ତ୍ର!-->…
