ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ
କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ । ଜନଜାତି ଉତ୍ପୀଡନ ସଂପର୍କିତ ବିଭିନ୍ନ ମାମଲାରେ ବାରମ୍ବାର ସମନ ସତ୍ତ୍ବେ ହାଜର ହେଉ ନ ଥିବାରୁ ଗିରଫ ପରଓ୍ୱାନା ଜାରି କରିଛନ୍ତି ଜାତୀୟ ଜନଜାତି କମିଶନ । ଜିଲ୍ଲାପାଳ ଠାକରେଙ୍କୁ ଗିରଫ କରି ତୁରନ୍ତ କମିଶନଙ୍କ ନିକଟରେ!-->…
