୯ରେ ମିଳିବ ସୁଭଦ୍ରା ଟଙ୍କା
ଆସନ୍ତା ଅଗଷ୍ଟ ୯ ତାରିଖରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି। କୋରାପୁଟ ଜିଲ୍ଲା ଜୟପୁର ଗସ୍ତ କରି ସୁଭଦ୍ରା କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। କୋଟିଆରେ ଘରେ ଘରେ ପହଞ୍ଚିବ ସୁଭଦ୍ରା ଟଙ୍କା। ଏନେଇ ଆଗୁଆ କୋଟିଆ ଯାଇ ସୁଭଦ୍ରା ଏନରୋଲମେଣ୍ଟ ଚେକ୍ କରିବେ!-->…
