Odia News Portal

ମାନସ ସ୍ଵାଇଁ ହତ୍ୟା ମାମଲା:ଜେଲ୍ ଗଲେ ଶର୍ମିଷ୍ଠା ଓ ଝୁନା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲା। ଭଦ୍ରକ ସ୍ୱତନ୍ତ୍ର ସବ୍‌ଜେଲକୁ ଗଲେ ଶର୍ମିଷ୍ଠା ଓ ଝୁନା । ଆସନ୍ତା ୧୧ ତାରିଖରେ କୋର୍ଟରେ ହାଜର ହେବେ ଶର୍ମିଷ୍ଠା ଓ ଝୁନା। ରିମାଣ୍ଡ ଅବଧି ଶେଷ ହେବା ପରେ ଚାନ୍ଦବାଲି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ୍। ପ୍ରକାଶ…

ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ପ୍ରଶାସନର ତତ୍ପରତା

ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣାରେ ପୋଲିସ ଅଭିଯୁକ୍ତ ଜଗନ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ଦିନ ମୁତୟନ ଥିବା ଜେଟିପି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି | ଏଭଳି ଘଟଣା ଆଗାମୀ ଦିନରେ ଯେପରି ନ ଘଟେ ସେ ଦିଗରେ ଅଧିକ ଯତ୍ନବାନ ହେବା ସହ ସୁରକ୍ଷା…

ଗିରଫ କରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ପୋଲିସ

ନୀଳଗିରିରେ ଅଭାବନୀୟ ଘଟଣା ଘଟିଛି । ସବୁ ସୀମା ଟପିଯାଇଛି ପୋଲିସ । ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି । ଆଉ ଏହି ବେଡ଼ିକୁ ଆଉ କେହି ନୁହେଁ ଖୋଦ ପୁଲିସ ପକାଇଛି । ଗିରଫ କରି ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଛି ପୁଲିସ । ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ…

ନକ୍ସଲଙ୍କ ବର୍ବର କାଣ୍ଡ

ଆନ୍ଧ୍ର ଓଡ଼ିଶା ସୀମା ରେ ନକ୍ସଲଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା କରିଲେ ମାଓବାଦୀ। ଓଡ଼ିଶା ସୀମା ଠାରୁ ମାତ୍ର ୬ କିଲୋମିଟର ବ୍ୟବଧାନରେ ଘଟେଇଛନ୍ତି ଏଭଳି କାଣ୍ଡ । ସୁଚନା ମୁତାବକ, ପାଡେର ଜିଲ୍ଲା ପେଦବାଇଲୁ ଥାନା ଅନ୍ତର୍ଗତ ତାରାବୁ ଗାଁ ଠାରୁ ମାତ୍ର…

ମହୁମାଛି ଆକ୍ରମଣରେ ୧୦ ଗୁରୁତ୍ତର

ମହୁମାଛି ଆକ୍ରମଣରେ ଅଙ୍ଗନବାଡି କେନ୍ଦ୍ରରେ ୧୦ ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ବୌଦ୍ଧ କଣ୍ଟାମାଳ ବ୍ଲକ ଦବଲା ପଞ୍ଜାୟତର ବଉଳସିଂହାରେ ଏହି ଅଘଟଣ ଘଟିଛି । ୮ ଶିଶୁଙ୍କ ସମେତ ଅଙ୍ଗନବାଡିର ୱାର୍କର ଏବଂ ହେଲଫର ମହୁମାଛି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତ୍ତରଙ୍କୁ ସୋନପୁର…

ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ନ ହେବାକୁ କହିଲେ ଡିଏମଇଟି

କରୋନା ଭୁତାଣୁର ନୂଆ ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ହେବା ଆଵଶ୍ୟକ ନାହିଁ । ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି। ଏହା କେତେ…

ମାନସ ସ୍ୱାଇଁ ମର୍ଡର ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ: ୧୦ ହଜାର ଟଙ୍କା ପାଇଁ ହତ୍ୟା

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ସରିଲା ୨ୟ ପର୍ଯ୍ୟାୟ ରିମାଣ୍ଡ। ଶର୍ମିଷ୍ଠା ରାଉତ ଓ ତା ସହଯୋଗୀ ଝୁନାଙ୍କ ୨ୟ ପର୍ଯ୍ୟାୟର ତିନି ଦିନିଆ ରିମାଣ୍ଡ ଶେଷ ହୋଇଛି। ଆଜି ଦୁଇ ଜଣଙ୍କୁ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ। ରିମାଣ୍ଡ ବେଳେ ମାନସଙ୍କୁ କେମିତି ଓ କିଭଳି…

ବିଶ୍ଵ ସ୍ୱାସ୍ଥ୍ୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମହାମାରୀ ସମୟରେ ଅପୂର୍ବ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ନେଇ ମୂଲ୍ୟବାନ ଜୀବନ ବଞ୍ଚାଇବାଥିବା ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ…

ଦମୟନ୍ତୀ ମାଝୀ ହେଲେ ସିଏମସି ଡେପୁଟି ମେୟର

ଦମୟନ୍ତୀ ମାଝୀ କଟକ ମହାନଗର ନିଗମର ଡେପୁଟି ମେୟର ନିର୍ବାଚିତ ହୋଇଛନ୍ତି । କଟକ ୪୯ ନମ୍ବର ୱାର୍ଡର କର୍ପୋରେଟର ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ । ଦମୟନ୍ତୀଙ୍କୁ ନିଜର ଡେପୁଟି ମେୟର ପ୍ରାର୍ଥୀ କରିଥିଲା ବିଜେଡି । ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି…

ରସିକିଆ ନକଲି ଡାକ୍ତରର ଦ୍ୱିତୀୟ ପତ୍ନୀଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡ

ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ଦ୍ୱିତୀୟ ପତ୍ନୀ । ରମେଶ ସ୍ୱାଇଁର ପତ୍ନୀ କମଳା ସ୍ୱାଇଁଙ୍କୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେବ। ଏନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି। କମଳା ସ୍ୱାଇଁଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ ହୋଇଥିଲା। ତେବେ…