Odia News Portal

ଆଜି ପବିତ୍ର ଅଶୋକାଷ୍ଟମୀ, ଏକାମ୍ରକ୍ଷେତ୍ରରେ ଗଡ଼ିବ ରୁକୁଣା ରଥ

ଅଶୋକାଷ୍ଟମୀ ତିଥିର ପବିତ୍ର ଅବସରରେ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ରକ୍ଷେତ୍ର । ହୋ ଭଗତେ ଶବ୍ଦ ଗୁଞ୍ଜରିତ ହେବା କ୍ଷଣି ରଥ ଘର୍ଘର ନାଦ କରି ଗଡ଼ିବା ଆରମ୍ଭ କରିବ । ରଥ ଦଉଡ଼ି ଟାଣି ପୂର୍ଣ୍ଣ ହେବ ଭକ୍ତର…

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ମୁକ୍ତି

ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିବନି ତାତିରୁ ମୁକ୍ତି । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେହିପରି ତାତି ସାଙ୍ଗକୁ କଲବଲ କରିବ…

ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ତାଙ୍କ ସହ ସମସ୍ତ କର୍ପୋରେଟର ଶପଥ ପାଠ କରିଛନ୍ତି । ଭୁବନେଶ୍ୱରକୁ ଏକ ନମ୍ବର କରାଇବା ଲକ୍ଷ୍ୟ ରହିଛି । ରାଜଧାନୀବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବୁ ବୋଲି କହିଛନ୍ତି ସୁଲୋଚନା ଦାସ । ଅନ୍ୟପଟେ କିଏ ହେବେ ଭୁବନେଶ୍ୱର ମହାନଗର ନିଗମ…

କିଏ ହେବ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର? ଆଜି ନିର୍ବାଚନ

କିଏ ହେବ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ? ଆଜି ବିଏମ୍‌ସି ଡେପୁଟି ମେୟର ପାଇଁ ହେବ ନିର୍ବାଚନ । ରାଜଧାନୀର କିଏ ଡେପୁଟି ମେୟର ହେବେ ତାକୁ ନେଇ ଜୋରଦାର ଚର୍ଚ୍ଚା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭୁବନେଶ୍ୱରରେ ଜଣେ ମହିଳା ମେୟର ନିର୍ବାଚିତ ହୋଇଛନ୍ତି । ଡେପୁଟୀ ମେୟର ପଦ ପାଇଁ…

ୟୁକ୍ରେନ୍‌ର ମହିଳା ସୈନିକଙ୍କୁ ବନ୍ଦୀ କରି ପୁରୁଷଙ୍କ ସାମ୍ନାରେ ଉଲଗ୍ନ କରୁଛନ୍ତି ରୁଷ୍‌ ସେନା

ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଦୀର୍ଘ ଦେଢ଼ ମାସ ହେଲାଣି ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବିଭୀଷିକାର ରୂପ ନେଇଛି। କୁହାଯାଉଛି ଯେ ରୁଷ ସେନା ଏବେ ୟୁକ୍ରେନ୍‌ ନାଗରିକଙ୍କ ନରସଂହାର କରୁଛି। ବୁଚା ନରସଂହାରର ଫଟୋ ଓ ଭିଡିଓ ଏବେ ସମସ୍ତଙ୍କୁ ଦୋହଲାଇ ଦେଇଛି। …

ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ

ରାଜ୍ୟରେ ପ୍ରକାଶ ପାଇଲା OSSTET-୨ର ପରୀକ୍ଷା ଫଳ । ଚଳିତବର୍ଷ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୩୮ହଜାର ୪୧୧ଜଣ ପରୀକ୍ଷାର୍ଥୀ । OSSTET ସଫଳତା ହାର ୫୮ଦଶମିକ ୯୯ପ୍ରତିଶତ ରହିଛି । ପେପର- ଓ୍ୱାନ ଓ ପେପର-୨ରେ ମୋଟ୍ ୬୫ହଜାର ୧୦୬ଜଣ  ପରୀକ୍ଷା  ଦେଇଥିଲେ ।…

ଝାରପଡ଼ା ହାଟ ଉଚ୍ଛେଦ ପ୍ରତିବାଦରେ ରାସ୍ତାରୋକ

ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ପ୍ରତିବାଦରେ ବିଜେପି ଓ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ ଲକ୍ଷ୍ମୀସାଗର ଗୋଲେଇ ଛକ ରାସ୍ତା ଅବରୋଧ କରାଯାଇଛି। ଦୋକାନୀମାନଙ୍କୁ କ୍ଷତିପୂରଣ ଓ ଥଇଥାନ ଦାବିରେ ରାସ୍ତା ଅବରୋଧ କରାଯାଇଥିବା ବେଳେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା…

ସାମ୍ବାଦିକଙ୍କୁ ବେଡି : ବଦଳିଲେ ଆଇଆଇସି

ମହଙ୍ଗା ପଡିଲା ସାମ୍ବାଦିକଙ୍କ ଗୋଡରେ ପେଡି ବାନ୍ଧିବା । ନୀଳଗିରିର ସାମ୍ବାଦିକ ଆଲୋକଙ୍କ ଗୋଡରେ ବେଡି ପକାଯିବା ଘଟଣା । ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି । ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି । ତଦନ୍ତ ସରିବା ପର୍ଯ୍ୟନ୍ତ ଉଭୟଙ୍କୁ…

ଏପ୍ରିଲ ୧୦ରୁ ସାଧାରଣ ଲୋକ ନେବେ ବୁଷ୍ଟର ଡୋଜ

ସାଧାରଣ ଲୋକ ନେବେ କୋଭିଡ ବୁଷ୍ଟର ଡୋଜ । ସାଧରଣ ଲୋକେ ନେବେ କୋଭିଡ ବୁଷ୍ଟର ଡୋଜ । ଆସନ୍ତା ରବିବାରରୁ ଆରମ୍ଭ ହେବ ଟିକାକରଣ ପକ୍ରିୟା । ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତି ଘରୋଇ ହସ୍ପିଟାଲରେ ନେଇପାରିବେ ବୁଷ୍ଟର ଡୋଜ ।…

ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା

ନୂଆପଡ଼ା ଜିଲ୍ଲାରେ ପ୍ରଥମ କରି ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା | ଅପହଞ୍ଚ ଅଞ୍ଚଳବାସୀଙ୍କୁ ସୁବିଧାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି | ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ…