Odia News Portal

ମର୍ମନ୍ତୁଦ ସଡକ ଦୁର୍ଘଟଣା : ପରିବାରର ୪ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଯାଇଛି । ବାପା, ଦୁଇ ଝିଅ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଡାକ୍ତରଖାନାରେ ନାତିର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁରରେ ବାଇକ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଛି। ମୁନିଗାଡ଼ି ଗାଁ…

ତୈଳଦର ବୃଦ୍ଧି ପ୍ରସଙ୍ଗରେ ଲୋକସଭାରେ ବିରୋଧୀଙ୍କ ହୋହଲ୍ଲା, ପ୍ରଶ୍ନକାଳ ଓ ଶୂନ୍ୟକାଳ ସ୍ଥଗିତ

ତୈଳଦର ବୃଦ୍ଧି ପ୍ରସଙ୍ଗରେ ମଙ୍ଗଳବାର ପୁଣି ଲୋକସଭାରେ ବିରୋଧୀ ଦଳର ସଦସ୍ୟମାନଙ୍କ ତରଫରୁ ହଙ୍ଗାମା ଦେଖିବାକୁ ମିଳିଛି । ଆଜି ଲୋକସଭା ବୈଠକ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ଦରବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ । ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସେ ଦାବି…

୧୮ ଭାରତୀୟ, ୪ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କଲେ ସରକାର

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଇଟି ନିୟମ ୨୦୨୧ ଅନୁଯାୟୀ ୨୨ ଟି ୟୁଟ୍ୟୁବ ଚ୍ୟାନେଲ, ତିନୋଟି ଟ୍ୱିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ନ୍ୟୁଜ ୱେବସାଇଟକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି। ବ୍ଲକ୍ ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ମୋଟ ୨୬୦ କୋଟି ଭିୟୁରସିପ ଥିଲା | ଏହି…

କରେଣ୍ଟ ଲାଗି ଜଳିଗଲେ ୮ ଯାତ୍ରୀ

ଭାରତ ପାକିସ୍ତାନ ବର୍ଡର ସ୍ଥିତ ଜୈସଲମେର ଜିଲ୍ଲାରେ ସକାଳେ ଏକ ବଡ ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ଏକ ବସ୍‌ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଏହି ବସ୍‌ରେ ୮ ଜଣ ଯାତ୍ରୀ ଦଗ୍ଧ ହୋଇଯାଇଥିବା ବେଳେ ୩ ଜଣ ମୃତ୍ୟୁବରଣ କରିଛନ୍ତି। ଆଉ ବାକି ୫ ଜଣଙ୍କର ଅବସ୍ଥାର ସଙ୍କଟାପନ୍ନ ରହିଛି। ଏହି…

ଜାଲ୍ ସାର୍ଟିଫିକେଟ୍ ନାମଲେଖା:୮ ଛାତ୍ରଛାତ୍ରୀ ଚିହ୍ନଟ

ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ ବିଜେବି ଅଟୋନୋମସ୍ କଲେଜରେ ନାମ ଲେଖିବା ୮ ଛାତ୍ରଛାତ୍ରୀଙ୍କୁ ମହଙ୍ଗା ପଡ଼ିଛି । ତିନି ବର୍ଷର ତଥ୍ୟ ଯାଞ୍ଚ୍ କରିବା ପରେ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇବା ପରେ କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଘଟଣା…

ଧାମନଗର ଏନଏସିର ୬ଟି ବୁଥରେ ଆଜି ପୁନଃ ମତଦାନ

ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏ‌ସିର ୬ଟି ବୁଥରେ ହେବ ପୁନଃ ମତଦାନ। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଏସ୍‌ପିଙ୍କ ନେତୃତ୍ୱରେ ଧାମନଗର ସହର ତଥା ବଜାରରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ୧୧ପ୍ଲାଟୁନ ଫୋର୍ସ, ୪ଜଣ…

ଠକ ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ

ଠକ ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ। ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତିର୍କୀକୁ ଝାଡଖଣ୍ଡରୁ ଗିରଫ କଲା କମିଶନରେଟ୍‌ ପୋଲିସ। ଠକେଇ ମାମଲାରେ ମାଷ୍ଟରମାଇଣ୍ଡ ଥିଲା କମଳା । ପାରାଦୀପରେ ଡାକ୍ତରାଣୀ ଥିଲେ କମଳା। ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ। ୫ମ ଥର ପାଇଁ ରମେଶଙ୍କୁ…

ରାଜଧାନୀରେ ଏଟିଏମ୍‌ ମେସିନ୍‌ ଲୁଟିନେଲେ ଲୁଟେରା

ରାଜଧାନୀରେ ମାତିଲେ ଲୁଟେରା । ଏଟିଏମ୍‌ ମେସିନ୍‌ ଲୁଟିନେଲେ । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନୀରେ ଥିବା ଏସବିଆଇ ଏଟିଏମ୍‌ ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଏଟିଏମ୍‌ ଭିତରେ ଓ ବାହାରେ ଟେଣ୍ଟ ହାଉସ୍‌ କପଡା ପଡିଛି ।…

ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା : ୪ ଜେଟିପିଙ୍କୁ ନୋଟିସ, ଅନ୍ୟ ୨ଜଣଙ୍କୁ ପଚରାଉଚରା

ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା । ସୁରକ୍ଷାରେ ନିୟୋଜିତ ଜେଟିପି(ଜଗନ୍ନାଥ ଟେମ୍ପଲ ପୋଲିସ)ଙ୍କୁ ପଚରାଉଚରା କରୁଛି ପୋଲିସ । ଘଟଣାରେ ୪ ଜଣ ଜେଟିପିଙ୍କୁ ନୋଟିସ କରାଯାଇଛି ।ସେପଟେ ଅନ୍ୟ ୨ ଜଣଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ । କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ସନ୍ଦେହରେ…

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହେ‌ବେ ଗୁଲଜାର ଅହମ୍ମଦ

କିସ୍ତାନରେ ଚାଲିଥିବା ରାଜନୈତିକ କନ୍ଦଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବଡ଼ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି ଇମ୍ରାନ ଖାନ । ଫୱାଦ ଚୌଧୁରୀ ଟ୍ୱିଟ୍ କରି ଏ ବିଷୟରେ ସୂଚନା…