Odia News Portal

ଅନ୍ଧାରରେ ରାଜଧାନୀର ୨୫୦ ସ୍ଥାନ : ଲାଗିବ ଷ୍ଟ୍ରୀଟ୍ ଲାଇଟ୍‌

ସ୍ମାର୍ଟସିଟି ମାନ୍ୟତା ପାଇଥିବା ଭୁବନେଶ୍ୱର ଏକାଧିକ ଅଞ୍ଚଳ ବର୍ତ୍ତମାନ ଅନ୍ଧକାରରେ ରହିଛି । ଯେଉଁଠି ରାତି ହେଲେ ଯାତାୟାତ କରିବା କଷ୍ଟକର ହୋଇପଡ଼େ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗତ ଡିସେମ୍ବରରୁ ଏନେଇ ସବେର୍କ୍ଷଣ କରାଯାଇଥିଲା । ସବେର୍କ୍ଷଣ ପରେ ସହରରେ ଥିବା ଏଭଳି…

ପୁରୀରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ

ପୁରୀରୁ ବିପୁଳ ପରିମାଣରେ ଜବତ ହୋଇଛି ଧଳା ଜହର। ପୁରୀ ବାସେଳିସାହି ଧାନା ଫ୍ଲୋରିସ ଇଣ୍ଡିଆ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଆଉ…

ଆନ୍ଧ୍ରରେ ୧୩ଟି ନୂଆ ଜିଲ୍ଲା ଗଠନ କଲେ ଜଗନ ମୋହନ ସରକାର

ଆନ୍ଧ୍ର ପ୍ରଦେଶରେ ତିଆରି ହେଲା ୧୩ଟି ନୂଆ ଜିଲ୍ଲା। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନମୋହନ ରେଡ୍ଡୀ ସୋମବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ୧୩ ନୂଆ ଜିଲ୍ଲାର ଔପଚାରିକ ଉଦ୍‌ଘାଟନ୍‌ କରିଛନ୍ତି। ଫଳରେ ଏବେ ରାଜ୍ୟର ମୋଟ୍‌ ଜିଲ୍ଲା ସଂଖ୍ୟା ୨୬ ହୋଇଯାଇଛି। ନୂଆ ଜିଲ୍ଲା ଗଠନ…

ନିରଞ୍ଜନଙ୍କ ଡାଏରୀରେ ଏକାଧିକ ବ୍ୟକ୍ତିଙ୍କ ନାମ, ସମସ୍ତଙ୍କୁ ଜେରା କରିପାରେ କ୍ରାଇମ୍‌ବ୍ରାଞ୍ଚ୍

ବହୁ ଚର୍ଚ୍ଚିତ ମାନସ ସ୍ଵାଇଁ ହତ୍ୟା ମାମଲାରେ ଡାଏରୀ ଖୋଲିବ ଗୁମର। ନିରଞ୍ଜନଙ୍କ ଡାଏରିରୁ କ୍ରାଇମବ୍ରାଞ୍ଚ ପାଇଲା ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ । ଡାଏରୀରେ ରହିଛି ଏକାଧିକ ବ୍ୟକ୍ତିଙ୍କ ନାମ। ସମସ୍ତଙ୍କୁ ମୁଖ୍ୟାଳୟକୁ ଡାକି ଜେରା କରିପାରେ କ୍ରାଇମ୍‌ବ୍ରାଞ୍ଚ୍। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚୁଲି ଭଙ୍ଗା ଘଟଣା, ୩ ଅଭିଯୁକ୍ତ ଚିହ୍ନଟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୋଷ ଘରେ ଚୁଲି ଭଙ୍ଗା ଘଟଣାରେ ୩ଜଣ ଚିହ୍ନଟ । ସିସିଟିଭି ଫୁଟେଜରୁ ୩ଜଣଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛି ପୋଲିସ । ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବା ନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାରେ ଆଉ କେତେ ଜଣ ସଂପୃକ୍ତ ଅଛନ୍ତି…

ପୁଣି ବଢ଼ିଲା ତେଲ ଦର

ଦେଶରେ ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୪୦ ପଇସା ଓ ମୁମ୍ବାଇରେ ୪୨ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୩.୮୧ ଟଙ୍କା ଓ ଡିଜେଲ ୯୫.୦୭ ଟଙ୍କା ହୋଇଛି । ମୁମ୍ବାଇରେ ପେଟ୍ରୋଲ ୧୧୮.୮୩ ଟଙ୍କା ଓ ଡିଜେଲ ୧୦୩.୦୭ ଟଙ୍କା ଦୁଇ ସପ୍ତାହ…

ଆଜି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜି ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ସହ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବାକି ସବୁ…

ଶିଶୁପୁତ୍ରକୁ ଜନ୍ମ ଦେଲେ ଭାରତୀ

ସୋସିଆଲ ମିଡିଆରେ କିଛି ଦିନ ପୂର୍ବରୁ ଭାରତୀଙ୍କ କନ୍ୟା ସନ୍ତାନ ହୋଇଛି ବୋଲି ଗୁଜବ ହେଉଥିଲା କିନ୍ତୁ ଆଜି ହିଁ ଭାରତୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ସେଥିପାଇଁ ଏହି ଖୁସି ଖବର ଦେବା ପାଇଁ ତାଙ୍କ ସ୍ୱାମୀ ହର୍ଷ ଦୁହିଁଙ୍କର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର…

ଭୁବନେଶ୍ୱରରେ ଭୟଙ୍କର ସଡକ ଦୁର୍ଘଟଣା

ଭୁବନେଶ୍ୱରରେ ଭୟଙ୍କର ସଡକ ଦୁର୍ଘଟଣା । ହାଇୱା ଚାଳକଙ୍କର ବେପୁରୁଆ ଗାଡି ଚାଳନା ହେଲା କାଳ । ଭୁବନେଶ୍ୱର ପଳାଶୁଣି ଛକରେ ଘଟିଥିବା ସିରିଜ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି । ଆଗ ପଛ ହୋଇ ରହିଥିଲା କାର୍ । ପଛପଟୁ ଆସୁଥିବା ଦ୍ରୁତଗାମୀ ହାଇୱା ପ୍ରଥମେ ଏକ କାରକୁ ଧକ୍କା ଦେଲା । କାରଟି…

ୟୁକ୍ରେନରେ ଏପର୍ଯ୍ୟନ୍ତ ୧୪୧୭ ଲୋକଙ୍କ ମୃତ୍ୟୁ, ୨୦୦୦ରୁ ଊର୍ଦ୍ଧ୍ବ ଆହତ

ରୁଷୋ-ୟୁକ୍ରେନ ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଉଭୟ ଦେଶ ମଧ୍ୟରେ ତିକ୍ତତା କମିବାର କୌଣସି ଆଭାସ ମିଳୁନାହିଁ । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଶହ ଶହ ସୈନିକ ଏବଂ ନିରୀହ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ମିଳିତ ଜାତିସଂଘର ମାନବାଧିକାର ଏଜେନ୍ସି ଅନୁଯାୟୀ ବର୍ତ୍ତମାନ…