ଘଟଗାଁରେ କୁଡୁମୀ ସଂପ୍ରଦାୟର ଦୀପାବଳି ଉତ୍ସବ, ୩ ଦିନ ଧରି ବେଶ ଧୁମଧାମରେ ହୋଇଥାଏ ପାଳନ
ଆଲୋକର ପର୍ବ ଦିପାବଳୀ ପାଇଁ ସାରା ଦେଶରେ ଉତ୍ସବର ମାହୋଲ । କୁଡୁମି ସଂପ୍ରଦାୟର ଲୋକେ ଏହି ପର୍ବକୁ ୩ ଦିନ ଧରି ବେଶ ଧୁମଧାମରେ ପାଳନ କରିଥାନ୍ତି। ଏଥିପାଇଁ ଘଟଗାଁ ବ୍ଲକ କେନ୍ଦୁଆପଡା ଗାଁରେ ୩ ଦିନ ଲାଗି ରହିଥାଏ ଉତ୍ସବର ମାହୋଲ। ପର୍ବ ପାଳନ ପାଇଁ ଗ୍ରାମବାସୀ ନୂଆମାଟିରେ ଘରକୁ ଲିପି ୧୦…
