ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ:୫ ଯବାନ ସହିଦ
ଭାରତୀୟ ବାୟୁସେନାର ଏକ ଏଏନ-୩୨ ପରିବହନ ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଖଣ୍ଡ ହୋଇଯାଇଛି। ଏହି ଭୟାବହ ଦୁର୍ଘଟଣାରେ ବାୟୁସେନାର ୫ ଜଣ ସାହସୀ ଯବାନ ସହିଦ ହୋଇଥିବା ବେଳେ କୋ-ପାଇଲଟ ଗୁରୁତର ଆହତ ଅବସ୍ଥାରେ ବଞ୍ଚିଯାଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ସୂଚନା ଅନୁଯାୟୀ,…
