ଉଦୟଗିରିରେ ଗୁରୁ ପଦ୍ମସମ୍ଭବ ସମାବେଶ
ଯାଜପୁର ଜିଲ୍ଲାର ଉଦୟଗିରି ବୌଦ୍ଧବିହାରରେ ଦ୍ୱିତୀୟ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଆଜି ଉଦ୍ଘାଟିତ ହୋଇଛି। ଜାନୁଆରି ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ହେଉଥିବା ଏହି ସମ୍ମିଳନୀରେ ଭାରତ ସମେତ ୧୭ ଦେଶରୁ ପ୍ରାୟ ୧୮୭୭ ବୌଦ୍ଧ…
