ଗୋଟିଏ କ୍ୟାମ୍ପସ୍ରେ ନୂଆ ଲୋକସେବା ଭବନ, ବିଧାନସଭା: ଖର୍ଚ୍ଚ ଅଟକଳ ୩୬୨୩ କୋଟି
ଆଗାମୀ ଡିଲିମିଟେସନ୍ (ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ) ବେଳେ ଓଡ଼ିଶାରେ ବିଧାନସଭା ଆସନ ସଂଖ୍ୟା ଆହୁରି ୫୦ଟି ବଢ଼ିପାରେ। ଏବେ ଥିବା ୭୦ ବର୍ଷ ତଳର ବିଧାନସଭା କୋଠାରେ ସମ୍ପ୍ରସାରଣ ସୁଯୋଗ ନାହିଁ। ତେଣୁ ଆଗାମୀ ୭୦ରୁ ୧୦୦ ବର୍ଷକୁ ନଜରରେ ରଖି ରାଜ୍ୟ ସରକାର ନୂଆ ବିଧାନସଭା…
