Odia News Portal

ଜେଲରେ ଜଗା, ଲାଗିଛି ସଂଗିନ ଦଫା

ଜାମିନ୍ ନାମଞ୍ଜୁର, ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଜଗନ୍ନାଥ ପ୍ରଧାନ । ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଆତ୍ମସମର୍ପଣ ପରେ ଗୁରୁବାର ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା କମିସନରେଟ ପୁଲିସ । ଭୁବନେଶ୍ବର କୋର୍ଟରେ ହାଜର

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତେଲେଙ୍ଗାନା ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ

 ତେଲେଙ୍ଗାନାର ଫାର୍ମାସିଟିକାଲ କମ୍ପାନି ବିସ୍ପୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ତେଲେଙ୍ଗାନା ବିସ୍ଫୋରଣରେ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ । ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ତା' ସହିତ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ, ଗ୍ରନ୍ଥାଗାର ଏବଂ ଗବେଷଣା କେନ୍ଦ୍ର ହେବ

ବିଜେପି ରାଜ୍ୟ ସଭାପତି ନିର୍ବାଚନ: ୮ରେ ଭୋଟ

 ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି । ୭ରେ ନାମାଙ୍କନ । ୮ରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଭୋଟ । ଏନେଇ ସୂଚନା ଦେଲେ ସହ ନିର୍ବାଚନ ଅଧିକାରୀ ଯତିନ ମହାନ୍ତି ।

ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା : ପ୍ରସ୍ତୁତ ହୋଇଛି ପ୍ରାୟ ୫ ଲକ୍ଷ ଜମାକାରୀଙ୍କ ତାଲିକା

ଖୁବଶୀଘ୍ର ଟଙ୍କା ଫେରିପାଇବେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ । ସମସ୍ତ ଜମାକାରୀଙ୍କୁ ମିଳିବ ଟଙ୍କା । ସାମ୍ବାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମିଲ । କହିଛନ୍ତି, ବିଗତ ସରକାରରେ ୧୪ ବର୍ଷ ଭିତରେ ୧୭୪ ଚିଟଫଣ୍ଡ ସଂସ୍ଥା

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି; ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ

ପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି । ଆଜି ନବମୀ ସନ୍ଧ୍ୟା ଦର୍ଶନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ସେନେଇ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଗୁଣ୍ଡିଚା

ଶୀଘ୍ର ପ୍ରଦାନ କରାଯିବ ବନ୍ୟା କ୍ଷତିପୂରଣ: ରାଜସ୍ବ ମନ୍ତ୍ରୀ

ଦିନେ ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡିବ । ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ରହିଛି। ପାଣି ଆଉ ବଢୁନି। ଜଳ ନିଷ୍କାସନରେ ସମୟ ଲାଗୁଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବୈତରଣୀ ବନ୍ୟା ପ୍ରଭାବରେ ଗୁଡିଏ ପଞ୍ଚାୟତ ପାଣି ଘେରରେ ଥିଲ।. କେନ୍ଦୁଝରଜିଲ୍ଲା

ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିଲେ ଉପମୁଖ୍ୟମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି । ବନ୍ୟା ଯୋଗୁ ଜିଲ୍ଲାର ୬ଟି ବ୍ଲକ୍‌ର ୧୫୪ ଗ୍ରାମ ଏବଂ ଜଳେଶ୍ୱର ପୌରପାଳିକାର ୮ଟି ୱାର୍ଡ ବନ୍ୟାଜଳରେ ପ୍ରଭାବିତ ହୋଇଛି। ଲୋକଙ୍କୁ

ମନ ମିଶିଗଲା ଶିମିଳିପାଳରେ, ଶିମିଳିପାଳରେ ସଂସାର ଗଢିବ ମରାଠା ବାଘୁଣୀ ଜିନ୍ନତ

ଦିନ ଥିଲା ମରାଠା ବାଘୁଣୀ ଜିନ୍ନତ ଶିମିଳିପାଳରେ ରହିବାକୁ ନାକ ଟେକୁଥିଲା । ଶିମିଳିପାଳ ପରିବେଶ ସହ ଖାପ ଖୁଆଇ ନପାରି ବାରମ୍ବାର ଅସୁସ୍ଥ ହେଲା । ଏପରିକି ବାଘୁଣୀ ଜିନ୍ନତ ସୀମାପାର କରି ପଶ୍ଚିମବଙ୍ଗ ଚାଲିଯାଇଥିଲା, କିନ୍ତୁ ମାସ କେଇଟା ଭିତରେ ବଦଳିଯାଇଛି ଜିନ୍ନତର ମନ । ବାଘୁଣୀ ଜିନ୍ନତ

ରଥଯାତ୍ରା ଉପଲକ୍ଷେ କିମ୍ସ ପକ୍ଷରୁ ୧୫ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ହସ୍ପିଟାଲ ଅନୁଷ୍ଠିତ

ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଜ୍ୟର ଅଗ୍ରଣୀ ଘରୋଇ ହସ୍ପିଟାଲ କିମ୍ସ ପକ୍ଷରୁ ୧୫ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ହସ୍ପିଟାଲ ଗୁଣ୍ଡିଚା ମନ୍ଦିର ନିକଟ ଭୋଲାନଥ ବିଦ୍ୟାପୀଠ ପରିସରରେ ଚାଲିଛି।ଶନିବାର ସନ୍ଧ୍ୟାରେ ଦଇତାପତି ନିଯୋଗକୁ ଆମନ୍ତ୍ରଣ କରାଯାଇଥିଲା।ନିଯୋଗର ସଭାପତି ଗଣେଶ ଦାସ