ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା, ମେୟର କହିଲେ ଦରକାର ପଡିଲେ ଗନମ୍ୟାନ୍ ରଖାଯିବ
ବିଏମସି ଅଫିସରେ ପଶି ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା । ସ୍ମାର୍ଟସିଟି ଅଥୋରିଟିଙ୍କ ଉପରେ ଦୋଷ ଝାଡ଼ିଲେ ମେୟର ସୁଲୋଚନା ଦାସ । ମେୟର କହିଛନ୍ତି, "ଦୀର୍ଘ ଦିନ ହେବ ବିଏମସି ଅଫିସରେ ସିସିଟିଭି କାମ କରୁନି। ବିଲଡିଂ ମେଣ୍ଟେନାନ୍ସ ଦାୟିତ୍ବ ସ୍ମାର୍ଟ ସିଟି ଅଥୋରିଟି!-->…
