Odia News Portal

ହକିରେ ପଶିଲା କରୋନା

ଜୁନିଅର ବିଶ୍ୱକପ ହକିରେ ପଶିଲା କରୋନା । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିଲା ପୁରୁଷ ଜୁନିଅର ବିଶ୍ୱକପ ହକିରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ସୂଚନା ମିଳିଛି । ପଜିଟିଭ ଚିହିନଟ ହୋଇଥିବା ବ୍ୟକ୍ତି ଜଣକ କଳିଙ୍ଗ ଷ୍ଟାଡିୟମ ମିଡିଆ ସେଣ୍ଟର ବ୍ୟବହାର କରିଥିଲେ ।…

ରବିବାର ମଧ୍ୟାନ ସୁଦ୍ଧା ପୁରୀରେ ପହଞ୍ଚିବ ଜୱାଦ

ଉତ୍ତର ଦିଗରେ ଗତି କରୁଛି ବାତ୍ୟା ଜୱାଦ । ୧୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରି ଦୁର୍ବଳ ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିବାଗ ବିଭାଗ । ରବିବାର ମଧ୍ୟାହ୍ନ ସୁଦ୍ଧା ପୁରୀରେ ପହଞ୍ଚିବ ବାତ୍ୟା। ପୁରୀରେ ପହଞ୍ଚିବା ପରେ କ୍ରମେ ଆହୁରି ଦୁର୍ବଳ ହେବ ‘ଜଓ୍ବାଦ’। ସେହି ସମୟରେ ପବନର…

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ

ଆୟ ବର୍ହିିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଜୟନ୍ତଙ୍କ ବାସଭବନ ଓ ଅଫିସ ସହ ୬ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି । ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୨ ଲକ୍ଷ ୭୪…

ମିଛ ଉପରୁ ଉଟିଲା ପରଦା

ବିଗ୍ ବସ୍ ୧୫’ର ଦର୍ଶକ ସେତେବେଳେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ, ଯେତେବେଳେ ରାକ୍ଷୀ ସାଓ୍ଵନ୍ତ ନିଜ ସ୍ୱାମୀ ରିତେଶଙ୍କ ସହିତ ଶୋ’ରେ ଏଣ୍ଟ୍ରି କରିଥିଲେ। ୨୦୧୯ରେ ବିବାହ କରିଥିବା ରାକ୍ଷୀଙ୍କ ସ୍ୱାମୀଙ୍କୁ ଆଜି ପର୍ୟ୍ୟନ୍ତ କେହି ବି ଦେଖି ନ ଥିଲେ, ଏପରି କି, ତାଙ୍କର କୌଣସି ବି ଫଟୋ…

୯ରେ ହେବ କ୍ୟାଟ୍ରିନା ବିକିଙ୍କ ରୟାଲ ୱେଡିଂ

ଖୁବଶୀଘ୍ର କନିଆଁ ସାଜିବେ କ୍ର୍ୟାଟ୍ରିନା କୈଫ । ଆଉ ବର ପାଲଟିବେ ବିକ୍କି କୌଶଲ । ଦୁହେଁ ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଆସନ୍ତା ୯ ତାରିଖରେ ଏମାନଙ୍କ ହେବ ରୟାଲ ୱେଡିଂ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗତକାଲି ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲା ପ୍ରଶାସନ…

କଣ ରହିଛି ବାତ୍ୟାର ସ୍ଥିତି

ବାତ୍ୟା ଜୱାଦକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ପ୍ରେସମିଟ୍ । ଜୱାଦ ଓଡ଼ିଶା ଉପକୂଳକୁ ଛୁଇଁବା ବେଳକୁ ଏହା ତୀବ୍ର ଅବପାତରେ ପରିଣତ ହୋଇଥିବ । ଯେଉଁଥିପାଇଁ ପବନର ବେଗ କମ ରହିବା ସହ ବର୍ଷାର ପରିମାଣ ବଢିପାରେ ବୋଲି କହିଛନ୍ତି ଏସଆରସି । ଏହାସହ ଜୱାଦ ବାବଦରେ ସୂଚନା ଦେଇ ଏସଆରସି କହିଛନ୍ତି,…

ବିଧାନସଭାରେ ଘଣ୍ଟ ବଜାଇଲେ ତାରା

ତାରାଙ୍କ ବ୍ରାହ୍ମଣ ବେଶ। ବିଧାନସଭାକୁ ଆଜି ପାଟ ଧୋତି ସାଙ୍ଗକୁ ପାଟ ଗାମୁଛା ପିନ୍ଧି ବ୍ରାହ୍ମଣ ବେଶରେ ଏଣ୍ଟ୍ରି କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବେକରେ ରୁଦ୍ରାକ୍ଷମାଳ ଓ ହାତରେ କମଣ୍ଡଳୁ ଧରି ବିଧାନସଭାରେ ତାରା ଛିଞ୍ଚିଛନ୍ତି ଗଙ୍ଗାଜଳ। ଗଣତନ୍ତ୍ର ମନ୍ଦିର…

ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ

ପୁରୀ ବେଳାଭୂମିରେ ଲାଗିଲା ରେଡ ଫ୍ଲାଗ । ବେଳାଭୂମିକୁ ଜନସାଧାରଣଙ୍କୁ ଯିବା ଲାଗି ବାରଣ କରାଯାଇଛି । ଏଥିପାଇଁ ବେଳାଭୂମିରେ ରେଡ୍ ଫ୍ଲାଗ ଲାଗିଛି । ଦିଗାବାରେଣୀ ଖୁଣ୍ଟଠାରୁ ଲାଇଟ ହାଉସ ବେଳାଭୂମି ଯାଏଁ ରେଡ ଫ୍ଲାଗ ଏଞ୍ଚଳ ଭାବରେ ଘୋଷଣା ହୋଇଛି । ବେଳାଭୂମିରେ ପୁରୀ ଏସଆଇ ନିଜେ ବୁଲି…

ବାହାଘର ସାଜିପାରେ ବିପଦର କାରଣ

ବର୍ତ୍ତମାନ ଦେଶରେ ବିବାହ ଋତୁ ଚାଲିଛି। ମହାମାରୀ କରୋନାର କୋପ ସାମାନ୍ୟ କମିଥିବାରୁ ଲୋକମାବେ ବେଶ ଧୂମଧାମରେ ବାହାଘର କାର୍ୟ୍ୟକ୍ରମ କରୁଛନ୍ତି। ହେଲେ ଏବେ ଓମିକ୍ରନ ଭୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ନଭେମ୍ବର ୧୪ରୁ ଡିସେମ୍ବର ୧୩ ମଧ୍ୟରେ ଭାରତର ବିଭିନ୍ନ ସ୍ଥାନରେ ୨୫ ଲକ୍ଷ ବାହାଘର…

ଟିକା ନନେଲେ ହୋଟେଲ ଓ ମଲ୍କୁ ମନା

ଭାରତରେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ତାମିଲନାଡୁର ମଦୁରାଇ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ପରୋକ୍ଷରେ ବାଧ୍ୟତାମୂଳକ କରାଯାଇଛି। ନିୟମ ଅନୁସାରେ, ଟିକା ନେଇ ନଥିବା ଲୋକଙ୍କୁ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ…