ଏବେଠୁ ଏତେ, ଆଗକୁ କେତେ?
ଭୁବନେଶ୍ୱର: କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶ ଛୁଅାଁ ହେଲାଣି । ଯେଉଁ ପରିବା ଧରିବ ହାଇଚାର୍ଜ ରେଟ୍ । ଗ୍ରାହାକମାନେ ପରିବା ରେଟ୍ ଶୁଣି ଛାନିଅାଁ ହେଉଛନ୍ତି । ତେବେ ପରିବା ଦର ବୃଦ୍ଧିକୁ ନେଇ ଏବେ ଖଟି ଚର୍ଚ୍ଚା । ଦର କେବେ କମିବ ଆଉ କେତେଦିନ ଏମିତି ବଢ଼ିବ ତାକୁ ନେଇ ଚର୍ଚ୍ଚା!-->…
