Odia News Portal

କଇଁଛ ଚାଲାଣକାରୀଙ୍କୁ ଧରିଲା ପୋଲିସ

ଦୀର୍ଘ ଦିନ ହେବ ବେଆଇନ ମଧୁର ଜଳ କଇଁଛ କାରବାରର ରାକେଟକୁ କାବୁ କରିଛି ଯାଜପୁର ଜିଲ୍ଲା ବୈରୀ ପୋଲିସ। ଗତକାଲି ରାତିରେ ୪୩ଟି କଇଁଛକୁ ମୁଳିଝର ଅଞ୍ଚଳରୁ ପୋଲିସ ଜବତ କରିବା ପରେ ଏହି ଘଟଣାର ପର୍ଦାଫାସ ହୋଇଛି। ଏହି କାରବାର ପଛରେ ଅନ୍ତରାଜ୍ୟ ରାକେଟ ରହିଥିବା ସୂଚନା ମିଳିଥିବା ବେଳେ…

ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା

ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ସୋମବାର ଦିନ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି ।ଚଳିତ ବର୍ଷ ୨୬ ଦିନ ଚାଲିବ ବିଧାନସଭା ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ବାଚସ୍ପତି ଆହୁରୀ ମଧ୍ୟ କରିଛନ୍ତି ଯେ, ବିଧାନସଭା ଆସନ୍ତା ୧ ରୁ ୩୧…

ପୁଣି ମାତିଲେ ମାଓବାଦୀ

ପୁଣି ମାତିଲେ ମାଓବାଦୀ। ରାୟଗଡା ଜିଲ୍ଲା ଅନ୍ତର୍ଗତ ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇଲେ ମାଓବାଦୀ। ଆସନ୍ତା ଡିସେମ୍ବର ୨ ରୁ ୮ ତାରିଖ ପର‌୍ୟ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ଏଥିରେ ଉଲ୍ଲେଖ କରିଛନ୍ତି। ପାରସାଲି ପଞ୍ଚାୟତ ଅନ୍ତର୍ଗତ…

ବାହା ହେବେ ଗୁନଗୁନ

ଓଲିଉଡ୍‌ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ତଥା ଟିଭି ଉପସ୍ଥାପିକା ଗୁନ୍‌ଗୁନ୍‌ ଏବେ ହାତକୁ ଦି ହାତ ହେବାକୁ ଯାଉଛନ୍ତି। ସେ ବିଜନେସ୍‌ ମ୍ୟାନ୍‌ ଅଭିସ୍ମିତ ନାୟକଙ୍କୁ ବିବାହ କରୁଛନ୍ତି। ଆସନ୍ତାକାଲି ବା ନଭେମ୍ବର ୩୦ରେ ଗୁନ୍‌ଗୁନ୍‌ ଓ ଅଭିସ୍ମିତ ସାତ ଜନ୍ମ ପାଇଁ ପରସ୍ପରର ହୋଇଯିବେ। ଏ…

କେମିତି ପାଇବେ ରୂପି ସମସ୍ୟାରୁ ମୁକ୍ତି

ସ୍ୱାସ୍ଥ୍ୟ ପାଇଁ ରସୁଣ ଖୁବ୍‌ ଲାଭଦାୟକ ହୋଇଥାଏ। ରସୁଣରେ ଅନେକ ପ୍ରକାରର ଆୟୁର୍ବେଦିକ ଗୁଣ ରହିଛି। ଏହା ଶରୀର ସହ ତ୍ୱଚା ଓ ଚୁଟି ପାଇଁ ମଧ୍ୟ ଔଷଧ ଭଳି କାମ କରେ। ଶୀତଦିନେ ଚୁଟିରେ ରୁପି ସମସ୍ୟା ପ୍ରାୟତଃ ଅଧିକାଂଶ ଲୋକଙ୍କ ଠାରେ ଦେଖାଦିଏ। ଏଥିରୁ ମୁକ୍ତି ପାଇବାକୁ ଲୋକମାନେ ଭିନ୍ନ…

ବର୍ଷାରେ ଉବୁଡୁବୁ ତାମିଲନାଡୁ

ସପ୍ତାହେ ହେଲାଣି ତାମିଲନାଡ଼ୁରେ କାଚୁଛି ବର୍ଷା। ଫଳରେ ରାଜ୍ୟର ସମସ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ତାମିଲନାଡ଼ୁରେ ତୁହାକୁ ତୁହା ବର୍ଷା ହେବା ଯୋଗୁ ପୁଣି ବିପଦ ଲେଉଟିଛି। ବର୍ଷା ପ୍ରଭାବରେ ପୁଣି ଉବୁଟୁବୁ ହୋଇଛି ଚେନ୍ନାଇ । ଅବିଶ୍ରାନ୍ତ ବର୍ଷା ଯୋଗୁ ଆଜି ଚେନ୍ନାଇ ସମେତ ତାମିଲନାଡ଼ୁର…

ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ବିରୁଷ୍କା

ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ କ୍ରିକେଟ ପଡ଼ିଆରୁ ଟିକେ ଦୂରରେ ଅଛନ୍ତି। ତାଙ୍କୁ ଟି -୨୦ ବିଶ୍ୱକପ ପରେ ବିଶ୍ରାମ ଦିଆଯାଇଥିଲା। ମୁମ୍ବାଇରେ ହେବାକୁ ଥିବା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ସେ ଦଳରେ ଯୋଗଦେବେ। ବିରାଟ ଓ ଅନୁଯକାଙକ ଯୋଡି ଖୁବ୍ ଲୋକପ୍ରିୟ…

ଭିଜିଲାନ୍ସ ଜାଲରେ କନଷ୍ଟେବଳ

ଭିଜିଲାନ୍ସ ଜାଲରେ କନଷ୍ଟେବଳ । ବ୍ରହ୍ମପୁର ପୋଲିସରେ କନଷ୍ଟେବଳ ନଂ ୭୪୨ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି ।ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢଉ କରିଛି । ବ୍ରହ୍ମପୁରସ୍ଥିତ ୩ ମହଲା କୋଠା,…

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ । ବହିଷ୍କୃତ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହାଜର ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଚତୁର୍ଥ ଥର ନୋଟିସ ପରେ ଇଡିରେ ହାଜର ହେଲେ ପ୍ରଦୀପ । ଶୁକ୍ରବାର ଦିନ ପ୍ରଦୀପଙ୍କ ଝିଅ ଶ୍ରୁତି ଇଡିରେ ହାଜର ହୋଇଥିଲେ ।…

ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ

ସାରା ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ ଆତଙ୍କ ଖେଳାଇ ଦେଇଥିବା ବେଳେ ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଡିସେମ୍ବର ପହିଲାରୁ ଏହି ଗାଇଡଲାଇନ ଲାଗୁ ହେବ । ସଂଶୋଧିତ ଗାଇଡଲାଇନ ଅନୁସାରେ, ଯାତ୍ରା ପୂର୍ବରୁ ୧୪ ଦିନର…