ଜାଣନ୍ତୁ ବାବାଙ୍କ ପ୍ରେମ ଓ ଆଶୀର୍ବାଦ ଅନୁଭବ କିପରି କରିବେ
ଭୁବନେଶ୍ୱର: ଶୁଦ୍ଧ ପ୍ରେମ ହିଁ ଆନ୍ତରିକ ପ୍ରାର୍ଥନା । ତମେ ବିଧିବଦ୍ଧ ଭାବେ ପ୍ରାର୍ଥନା କରବ । ନ କର ସେଥିରେ କିଛି ଯାଏ ଆସେ ନାହିଁ । ତମେ ବାବାଙ୍କୁ ପ୍ରେମ କରୁଛ ତାହା ହିଁ ତାଙ୍କର ଶ୍ରେଷ୍ଠ ନିରାଜନା ଓ ତାହା ହିଁ ବାବାଙ୍କୁ ସ୍ୱର୍ଶ କରିବ । ମନର ଅବସ୍ଥା ଭଲ ନଥିବା ବେଳେ ବାହ୍ୟିକ!-->…
