Odia News Portal

କିଏ ହେବ ସ୍ୱାତୀଙ୍କ ବର?

ଭୁବନେଶ୍ୱର: ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର । ନୂଆ ନାୟିକାଙ୍କୁ ଦେଖିବାକୁ ପାଇବେ ଦର୍ଶକେ । ଜଲସ୍ୱା ଦେଖାଇବେ ନବାଗତା ସ୍ୱାତୀ । ଓଡ଼ିଶାର ଘରେ ଘରେ ପରିଚିତ ମୁନ୍ ଟିଭି ମୁଭିଜ୍ ବ୍ୟାନରରେ ଆସିବାକୁ ଯାଉଛି ସ୍ୱାତୀଙ୍କ ନୂଆ ଫିଲ୍ମ । ଯାହାର ଟାଇଟଲ ରହିଛି ‘ଆସିବ ବର ତୋର’ । ଏଥିରେ ଓଲିଉଡର

ପଞ୍ଜାବରେ ନୂଆ ଦଳ ଗଠନ କରିବେ ଅମରିନ୍ଦର ସିଂ

ଅମୃତସର: ଦିନକୁ ଦିନ ରୋଚକ ମୋଡ଼ ନେଉଛି ପଞ୍ଜାବ ରାଜନୀତି । ଘଡ଼ିକେ ଏବେ ଘୋଡ଼ା ଛୁଟୁଛି । କେତେବେଳେ କାହାକୁ ଦଳରୁ ବହିଷ୍କାର କରାଯାଉଛି ତ ଆଉ କାହାକୁ ନୂଆ ଦାୟିତ୍ୱ ଦିଆଯାଉଛି ତାହା ଜାଣିବା କାଠିକର ପାଠ ହୋଇଯାଉଛି । ସେପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ

ରେକର୍ଡ କଲେ ସ୍ମୃତି ମାନ୍ଧନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ସ୍ମୃତି ମାନ୍ଧନା ଆଉ ଏକ ମାଇଲଖୁଣ୍ଟ ପାର କରିଛନ୍ତି । ଏକ ଅଲୋଡ଼ା ରେକର୍ଡ ସ୍ଥାପନ କରିଛନ୍ତି ସ୍ମୃତି । ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଖେଳାଯାଉଥିବା ଦିବା-ରାତ୍ରି ଟେଷ୍ଟ ମ୍ୟାଚ୍ ରେ ଭାରତର ସ୍ମୃତି ମଂଧାନା ସୃଷ୍ଟି

‘ସ୍ୱଚ୍ଛ ଭାରତ ଅଭିଯାନ-ଅର୍ବାନ୍‌ ୨.୦’ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ୨.୦ ଅଭିଯାନର ଶୁଭାରମ୍ଭ କରିଛନ୍ତି । ସ୍ୱଚ୍ଛ ଭାରତ ମିଶନ ପ୍ରଥମ ଭାଗରେ ଗ୍ରାମାଞ୍ଚଳ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଦ୍ୱିତୀୟ ଭାଗରେ ସହରାଂଚଳ ସ୍ୱଚ୍ଛତା ଉପରେ ଫୋକସ୍ କରାଯିବ। ପ୍ରତ୍ୟେକ ସହରରେ ବିଶୁଦ୍ଧ

କୋଭିସିଲ୍ଡକୁ ସ୍ୱୀକୃତି ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: କରୋନା ବିରୋଧରେ କୋଭିଡଶିଲ୍ଡ ଟିକା ନେଇଥିବା ଏବଂ ଅଷ୍ଟ୍ରେଲିଆ ଯାତ୍ରା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏକ ଖୁସି ଖବର। ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ନିର୍ମିତ ଟିକା କୋଭିଶିଲ୍ଡକୁ ଅଷ୍ଟ୍ରେଲିଆ ସ୍ବୀକୃତି ଦେଇଛି। ଅଷ୍ଟ୍ରେଲିଆ ଶୁକ୍ରବାର ଦିନ କୋଭିଶିଲ୍ଡକୁ

ପୁଣି ଜଳେଶ୍ୱରରୁ ଉଦ୍ଧାର ହେଲା ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

ବାଲେଶ୍ୱର: ନିଶା କାରବାରର ପେନ୍ଥସ୍ଥଳୀ ପାଲଟିଛି ଜଳେଶ୍ୱର । ପ୍ରତିଦିନ ଏଠାରୁ ଧରା ପଡ଼ୁଛନ୍ତି ନିଶା ବେପାରୀ । ପୁଣି ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଦୁଇଟି ଅଲଗା ଅଲଗା ଜାଗାରୁ ଚଢାଉ କରି ପୁଲିସ ଓ ଅବକାରୀ ବିଭାଗ ଏହି ବ୍ରାଉନସୁଗାର ଜବତ

ଦିଲ୍ଲୀରେ ଖୋଲିଲା ଧାର୍ମିକ ସ୍ଥଳ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଆଜିଠାରୁ ସବୁ ଧାର୍ମିକ ସ୍ଥଳ ଖୋଲିବ । କାଭିଡ୍ ନିୟମ ପାଳନ ପୂର୍ବକ ଭକ୍ତଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଦିଲ୍ଲୀ ସରକାର ଧାର୍ମିକ ସ୍ଥଳରେ ଭକ୍ତଙ୍କ ପ୍ରବେଶ ଉପରେ ଥିବା କଟକଣା କୋହଳ କରିଛନ୍ତି । ତେବେ ଲୋକଙ୍କୁ

୩୦ ଅକ୍ଟୋବର ଯାଏଁ ବଢିଲା ଡିଏଲ ଏବଂ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଅବଧି

କଟକ : କରୋନା ପାଇଁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌), ଲର୍ଣ୍ଣିଂ ଲାଇସେନ୍ସ(ଏଲ୍‌ଏଲ୍‌), ଗାଡିର ପଞ୍ଜିକରଣ ସାର୍ଟିଫିକେଟ୍‌, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ର ବୈଧତାକୁ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ପୁନର୍ବାର ବୃଦ୍ଧି କରାଯାଇଛି । କେନ୍ଦ୍ର

ଇକ୍‌ମୋ ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରେ ଆଉ ଜଣଙ୍କର ମୃତ୍ୟୁ

କଟକ : ଏସ୍‌ସିବି ମେଡିକାଲର ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହୃଦ୍‌ଘାତରେ ଶିକାର ହେବା ପରେ ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେ ଏସସିବିର ନ୍ୟୁରୋଲୋଜି ବିଭାଗର ଏଚ୍‌ଓଡି

ପ୍ରେମିକାକୁ ଗର୍ଭବତୀ କରି ଛୁ ମାରିଲା ପ୍ରେମିକ

ଭୁବନେଶ୍ୱର: ଧୋକା । ପ୍ରେମିକାର ବିଶ୍ୱାସରେ ବିଷ ଦେଲା ପ୍ରେମିକ । ପ୍ରଥମେ ମିଠା ମିଠା କଥା କହିଲା । ଆଉ ପରେ ବିଶ୍ୱାସ ଜନ୍ମାଇବା ପରେ ବିବାହ କରିବାର ପ୍ରତିଶ୍ରୃତି ଦେଇ ପ୍ରେମିକା ସହ ରଖିଥିଲା ଶାରିରୀକ ସମ୍ପର୍କ । ଶେଷରେ ବିବାହ କଥା କହିବା ପରେ ପ୍ରେମିକର ମୁଣ୍ଡକୁ ପିତ ଚଢ଼ିଯାଇଛି ।