Odia News Portal

ଆଜି ‘ବିଶ୍ୱ ଡାକ ଦିବସ’

ଭୁବନେଶ୍ୱର: ଡାକ ବା ପୋଷ୍ଟାଲ ବ୍ୟବସ୍ଥା ସବୁବେଳେ ଜନସାଧାରଣଙ୍କ ସେବାରେ ଉପଲବ୍ଧ । ପରିବର୍ତ୍ତିତ ଧାରା ସହ ପାଦ ମିଶାଇ ବଦଳି ଚାଲିଛି ଡାକସେବା ବା ପୋଷ୍ଟ। ଉନ୍ନତ ଅତ୍ୟାଧୁନିକ ଡିଜିଟାଲ୍-ଫ୍ରେଣ୍ଡଲି ଓ ସବୁବର୍ଗ ତଥା ସବୁ ବୟସର ସାଥୀ ହୋଇଛି ଡାକସେବା। ଏହାର ମହତ୍ୱ ବିଷୟରେ ଜଣାଇବାକୁ

ଶ୍ରୀମନ୍ଦିରରେ ନାବାଳିକାଙ୍କ ସହ ଅସଦାଚରଣ କଲେ ପୂଜକ

ପୁରୀ: ଲଜ୍ଜା । ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାରଣ ଅଭିଯୋଗ । ଜଣେ ନାବାଳିକାଙ୍କୁ ପୂଜକ ଅସଦାଚରରଣ କରିଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଶ୍ରୀମନ୍ଦିର ସ୍ଥିତ ବାମନ ମନ୍ଦିରର ଜଣେ ପୂଜକ ନାବାଳିକାଙ୍କ ସହ ଅଶାଳିନ ବ୍ୟବହାର କରିଥିବା ସିଂହଦ୍ୱାର ଥାନାରେ

ସତ ମାନିଲେ ଆର୍ୟନ୍‌, ଜୋତା ଭିତରୁ ବାହାରିଥିଲା ଡ୍ରଗ୍ସ ପ୍ୟାକେଟ୍‌

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ ଶେଷରେ ସତ ମାନିଛନ୍ତି। ଏନ୍‌ସିବି ଆଗରେ ଚରସ ସେବନ କରୁଥିବା ନେଇ ସେ ନିଜେ ସ୍ବୀକାର କରିଛନ୍ତି। କ୍ରୁଜ ପାର୍ଟି ଦିନ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ନେଇଥିଲେ। ଏନେଇ ଏନ୍‌ସିବି ଏକ ରିପୋର୍ଟରେ ସ୍ପଷ୍ଟ

୧୦ରେ ଲଘୁଚାପ

ଭୁବନେଶ୍ୱର: ଆସନ୍ତାକାଲି ଲଘୁଚାପ ସମ୍ଭାବନା । ୧୨ ଘଣ୍ଟାରେ ଘନୀଭୂତ ହୋଇ ଓ୍ୱେଲମାର୍କ ଲୋ-ପ୍ରେସରର ରୂପ ନେବ ଲଘୁଚାପ । ଏହା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର କାକିନାଡାରେ

ପୁଣି ୨ ଘଣ୍ଟା ପାଇଁ ଅଚଳ ହୋଇଥିଲା

ନୂଆଦିଲ୍ଲୀ: କ୍ଷମା ମାଗିଲା ଫେସବୁକ୍। ଶୁକ୍ରବାର ଦିନ ସେବାରେ ଆଉ ଦୁଇ ଘଣ୍ଟା ବ୍ୟାଘାତ ଯୋଗୁ ଫେସବୁକ ଉପଭୋକ୍ତାଙ୍କୁ କ୍ଷମା ମାଗିଛି। ଏକ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ଲୋକଙ୍କୁ ସେବା ଯୋଗାଇବାରେ ବ୍ୟାଘାତ ଯୋଗୁ ଫେସବୁକ୍‌ କ୍ଷମା ମାଗିଛି। କମ୍ପାନୀର କହିବାନୁସାରେ, ଏହାର ସୋସିଆଲ

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଗର୍ବ ଏବଂ ଗୌରବ ଥିଲେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ଦରଦୀବନ୍ଧୁ ଥିଲେ ଗୋପବନ୍ଧୁ । ଗରୀବ ଅସହାୟଙ୍କୁ ସହଯୋଗ କରିବା ସହ ସ୍ୱାଧିନତା ସଂଗ୍ରାମୀଥିଲେ ସେ । ତାଙ୍କର ବଳିଦାନ ସବୁଦିନ ଲାଗି ଚିରସ୍ମରଣୀୟ । ତେବେ ଆଜି ହେଉଛି ଏହି ମହାପୁରୁଷଙ୍କ ଜୟନ୍ତୀ । ଏହି

ଦେବଗଡରେ ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ : କୌଣସି ପରିସ୍ଥିତିରେ ଚିକିତ୍ସା ପାଇଁ ଅର୍ଥ ବାଧକ ନ ସାଜୁ । ଚିକିତ୍ସା ଖର୍ଚ୍ଚ ତୁଳାଇବାକୁ ଯାଇ ଘର ବନ୍ଧା ନ ପଡୁ । ଏହି ଉଦ୍ଦେଶ୍ୟରେ ହିଁ ଦେଶର ସର୍ବପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି ।

ବିଦ୍ୟାଭାରତୀଙ୍କ ନାଁରେ ୩ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ରୋଷେୟା ଏବଂ ଡିଏଫଓଙ୍କୁ କ୍ରାଇମବ୍ରାଞ୍ଚ କ୍ଲିନଚିଟ୍ ଦେଇଥିବାବେଳେ ବିଦ୍ୟାଭାରତୀଙ୍କ ଉପରକୁ ଉଠିଛି ଅଙ୍ଗଳି । ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ । ୩୦୦ ପୃଷ୍ଠାର

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ମନ୍ଥର ଗତିରେ ତଳକୁ ଖସୁଛି । ଶୁକ୍ରବାର ଦିନକ ମଧ୍ୟରେ ୧୯,୭୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୩,୦୭୦ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ପରୀକ୍ଷା କରାଯାଉଥିବା ନମୁନା ମଧ୍ୟରେ ସଂକ୍ରମଣ ହାର ୦.୭୦%

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୫୨୬ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୩୦୩ ଓ ସ୍ଥାନୀୟ ଅଂଚଳରୁ ୨୨୩ ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୬୮ ଜଣ ଅଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୪୪କୁ ବୃଦ୍ଧି ପାଇଛି