Odia News Portal

ଘୋଷଣା ହେଲା ଓଡ଼ିଶା ସିନିୟର ଓ ଜୁନିୟର ମହିଳା ହକି ଦଳ

ଭୁବନେଶ୍ୱର: ନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ଲାଗି ଓଡ଼ିଶା ଜୁନିୟର ଓ ସିନିୟର ମହିଳା ହକି ଦଳ ଘୋଷିତ । ଉଭୟ ବର୍ଗରେ ୧୮ ଜଣିଅାଁ ଟିମ୍ ବଛାଯାଇଛି । ଓଡ଼ିଶା ସିନିଅର ନ୍ୟାସନାଲ ଟିମର ନେତୃତ୍ବ ଅସ୍ମିତା ବାର୍ଲା ନେଉଥିବା ବେଳେ ଜୁନିଅର ଟିମର ନେତୃତ୍ୱ ନେବେ ଜ୍ୟୋତି ଛେତ୍ରୀ । ଝାନ୍ସିରେ

ଭଲ ମଣିଷ ହେବାକୁ ପ୍ରତିଶ୍ରୁତି ଦେଲେ ଆର୍ୟନ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନ ଏବେ ଜେଲ୍‌ରେ ଅଛନ୍ତି। ମୁମ୍ବାଇ ସେସନ୍‌ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଶୁଣାରିକୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହାରି ଭିତରେ ଆର୍ୟନ୍‌ଙ୍କୁ

୫ ବର୍ଷର ଝିଅକୁ ତିନିଜଣ ଜଙ୍ଗଲ ଭିତରେ…

ନୂଆଦିଲ୍ଲୀ: ଦେହଲୋଭୀ ମଣିଷଙ୍କ ଉନ୍ମତ୍ତକାଣ୍ଡ । ଦେହର ଭୋକ ଆଗରେ ସବୁକିଛି ତୁଚ୍ଛ ହୋଇଯାଇଛି । କିଛି କ୍ଷଣର ସୁଖ ଲାଗି ମଣିଷରୁ ନର ରାକ୍ଷସ ପାଲଟିଯାଇଛନ୍ତି । ମାତ୍ର ୫ ବର୍ଷର ନାବାଳିକା ସହ ୩ ଜଣ ଯୁବକ ମିଶି ଦୁଷ୍କର୍ମ କରିଥିବା ଲଜ୍ଜା ଘଟଣା ସମାନାକୁ ଆସିଛି । ଔରଙ୍ଗାବାଦରେ ଏଭଳି

ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି

ପୁରୀ : କରୋନା କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିର ଖୋଲିଥିବା ବେଳେ ପ୍ରାୟ ସବୁ ସମୟରେ ରାଜ୍ୟରେ କରୋନା ସ୍ଥିତି ଓ ବିଶେଷ ଭାବରେ ପୁରୀ ସହରରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ନିମନ୍ତେ ଭିନ୍ନ ଭିନ୍ନ ଗାଇଡଲାଇନ୍ ଜାରି କରାଯାଇ ଆସୁଛି। ବର୍ତ୍ତମାନ

କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜିଠୁ ନାଇଟ୍ କର୍ଫ୍ୟୁ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ। ରାତି ୧୦ଟାରୁ ସକାଳ ୫ଟା ଯାଏଁ କେନ୍ଦ୍ରାପଡ଼ା ସହରରେ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ। ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇ ନଭେମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ। ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ

ମନୀଷ ଅନୁରାଗ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ମୁହଁରୁ ସତ ଓଗାଳିବା ପାଇଁ କମିଶନରେଟ ପୋଲିସ ରିମାଣ୍ଡରେ ନେବ। ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ରିମାଣ୍ଡ ଆବେଦନର ଶୁଣାଣି ରହିଛି। ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି

ଦିପାବଳୀରେ ପରଦାକୁ ଆସିବ ‘ସୂର୍ଯ୍ୟବଂଶୀ’

ମୁମ୍ବାଇ: ପରଦାକୁ ଆସିବ ଆକ୍ସନ ମୁଭି ସୂର୍ଯ୍ୟବଂଶୀ । ଦିପାବଳୀରେ ମଲ୍ଟିଷ୍ଟାରଙ୍କୁ ନେଇ ଏହି ଚଳଚ୍ଚିତ୍ରଟି ରିଲିଜ ହେବାକୁ ଯାଉଛି । ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଏବଂ ଅକ୍ଷୟ କୁମାର ପ୍ରଥମ ଥର ପାଇଁ 'ସୁର୍ୟ୍ୟବଂଶୀ' ସହିତ ବଡ ପରଦାରେ ଆସିବେ। ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ

ଆଜି ଅନୀଲ କୁମ୍ବଲେଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କୋଚ ଅନୀଲ କୁମ୍ବଲେଙ୍କ ଆଜି ହେଉଛି ଜନ୍ମଦିନ । ୫୧ ବର୍ଷରେ ପାଦ ଥାପିଛନ୍ତି ଏହି କ୍ରିକେଟର । ତାଙ୍କ ସ୍ପିନ୍ ଆଗରେ କାହିଁ କେତେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଛନ୍ତି । ସେ ଟେଷ୍ଟରେ ୬୧୯ ୱିକେଟ ନେଇ ରେକର୍ଡ କରିଥିବା

କେରଳରେ ବର୍ଷା ବିତ୍ପାତ, ୯ ମୃତ

ଥିରୁବନ୍ତପୁରମ୍: କେରଳରେ ଭାରୀ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହେବା ସହିତ ୧୨ ଜଣ ନିଖୋଜ ଅଛନ୍ତି । ବର୍ଷା ଲୋକଙ୍କ ଚିନ୍ତା ବଢେଇ ଦେଇଛି । ଏହାର ସବୁଠୁ ଅଧିକ ପ୍ରଭାବ କୁଟ୍ଟିକ୍କଲ, କୋଟ୍ଟୟମ, ଇଡ୍ଡକି ଓ କୋକ୍କୟରରେ ଦେଖିବାକୁ

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ମାସେ କାଳ ଛୁଟିରେ ଥିଲେ । ସେ କାର୍ଯ୍ୟରେ ଯୋଗ ଦେବାପରେ ବଦଳି