ପୁଣି ତାଲିବାନିଙ୍କ ବର୍ବରତା, ୧୩ ଜଣଙ୍କୁ ହତ୍ୟା
କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ପ୍ରତିଶ୍ରୁତି ଦେଇ କହିଥିଲା ଯେ ସେମାନେ ଆଉ ନିଜ କଠୋର ମୌଳବାଦୀ ନିୟମ କାନୁନ ଲାଗୁ କରିବେନି । ଲୋକଙ୍କ ଅଧିକାର ଓ ସ୍ବାଧୀନତାକୁ ସମ୍ମାନ ଦିଆଯିବ । କିନ୍ତୁ ତାଲିବାନର ଏହି ପ୍ରତିଶ୍ରୁତି ଯେ କେବଳ ଏକ ପାଣିର ଗାର ଥିଲା ତାହା ସମ୍ପ୍ରତି ଏକ!-->…
