Odia News Portal

ମନୀଷ ମୃତ୍ୟୁକୁ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କେମିତି ହେଲା ତାଙ୍କର ମୃତ୍ୟୁ । କିଏ ମାରିଲା? କାହିଁକି ମାରିଲା? ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଘାଣ୍ଟି ଚକଟି ହେଉଛି । ତେବେ ଏହାରି ବୁଧବାର ମନୀଷଙ୍କ

ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ

ଭୁବନେଶ୍ୱର : ଆଜି ମଣ୍ଡପରେ ମହାମୟାଙ୍କ ମହାନବମୀ । ଚଳଚଞ୍ଚଳ ପୂଜା ମଣ୍ଡପ । ମନ୍ତ୍ର ପାଠରେ କମ୍ପୁଛି ପରିବେଶ । କରୋନା କଟକଣା ପାଇଁ ଏଥର ସମସ୍ତ ପୂଜା ମଣ୍ଡପରେ ଭକ୍ତଶୂନ୍ୟ ହୋଇ ପଡିଛି । କରୋନା କଟକଣା ଯୋଗୁ ଏଥର ସେଭଳି ଉତ୍ସାହ ନାହିଁ। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇ

ଜାଣନ୍ତୁ ଉପବାସ ରହିବାକୁ ନେଇ କଣ କହୁଥିଲେ ବାବା

ଭୁବନେଶ୍ୱର: କେଉଁ ମା ଚାହିଁବ ନାହିଁ ଯେ ତା’ ପାଇଁ ତା’ର ସନ୍ତାନ ଉପାସ ରହୁ । ବାବାଙ୍କ ଭଳି ସଦଗୁରୁମାନେ ମାତୃତୁଲ୍ୟ । କୌଣସି କଠୋର ନୀତି ନିୟମ, ବ୍ରତ ପାଳନ କରି ଭକ୍ତମାନେ କଷ୍ଟ ପାଆନ୍ତୁ ଏହା ସେମାନେ ଚାହାଁନ୍ତି ନାହିଁ । ମନର ଉପବାସ ବିନା ଶରୀରର ଉପବାସ ଅର୍ଥହୀନ । ଉପବାସ କଲାବେଳେ

ଦମଦାର ବିଜୟ ସହ ଫାଇନାଲରେ ପ୍ରବେଶ କଲା କେକେଆର

ଦୁବାଇ: ଦମଦାର ବିଜୟ। ଫାଇନାଲରେ କେକେଆର। କ୍ରିକେଟ ଷ୍ଟାଡିୟମଠାରେ ଆଇପିଏଲ ୨୦୨୧ର ୨ୟ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀକୁ ୩ ୱିକେଟରେ ପରାସ୍ତ କରିଛି କୋଲକାତା । ଏହି ବିଜୟ ସହ କୋଲକାତା ଫାଇନାଲରେ ପ୍ରବେ‌ଶ କରିଛି । ପ୍ରଥମ ପାଳିରେ ଦିଲ୍ଲୀ ୨୦ ଓଭରରେ ୫ ୱିକେଟ ହରାଇ ୧୩୫ ରନ୍‌

ଆର୍ୟନଙ୍କୁ ମିଳିଲାନି ଜାମିନ୍

ମୁମ୍ବାଇ: କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଜାମିନ୍ । ବୁଧବାର ତାଙ୍କ ଜାମିନ ଆବେଦନ ଉପରେ ପ୍ରାୟ ତିନି ଘଣ୍ଟା ଶୁଣାଣି ହୋଇଛି ଏବଂ ଏହା ଉପରେ କୌଣସି ନିଷ୍ପତ୍ତି ହୋଇ ପାରି ନାହିଁ। ଗୁରୁବାର ସକାଳ ୧୧ଟାରେ ଏହା ଉପରେ ପୁନଃ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ତେଣୁ ଜେଲ୍ରୁ

ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ନିର୍ମାଣ ସମୀକ୍ଷା କଲେ ୫-ଟି ସଚିବ

ପୁରୀ: ପୁରୀ ପେଣ୍ଠକଟା ଅଞ୍ଚଳରେ ଚାଲିଥିବା ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ୫ ଟି ସଚିବ ଭି. କେ. ପାଣ୍ଡିୟାନ। ସେ ନିର୍ମାଣ ସ୍ଥଳ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଡିସେମ୍ବର ମାସ ଶେଷ ସୁଦ୍ଧା

ମୁହଁର ସୌନ୍ଦର୍ଯ୍ୟ ଲାଗି ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

ଭୁବନେଶ୍ୱର: ସମସ୍ତେ ଚାହାଁନ୍ତି ସୁନ୍ଦର ଦେଖାଯିବା ଲାଗି । ତେବେ ସୁନ୍ଦର ଦେଖାଯିବା ଅନେକ ଉପାୟ ଆପଣାନ୍ତି ସମସ୍ତେ । ଟମାଟୋ, ମୁଲତାନି ମାଟି ଓ ଚନ୍ଦନ – ଏକ ପାତ୍ରରେ ଟମାଟୋ ରସ, ମୁଲତାନି ମାଟି ଓ ଚନ୍ଦନ ପାଉଡ଼ର ମିଶାଇ ଦିଅନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ୫ ରୁ ୧୦ ମିନିଟ ରଖନ୍ତୁ।

ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅବନ୍ତିପୋରାର ଟ୍ରାଲ ଅଞ୍ଚଳରେ ଅବସ୍ଥିତ ତିଲୱାନି ମୋହଲ୍ଲା ୱାଗ୍ଗଡରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏହି ଅଞ୍ଚଳରେ

ଭାରତୀୟ ଟି-୨୦ ଦଳରେ ପରିବର୍ତ୍ତନ, ଏହି ଖେଳାଳୀଙ୍କ ସ୍ଥାନରେ…

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସ-୨୦ ବିଶ୍ୱକପ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦଳରେ ହୋଇଛି ପରିବର୍ତ୍ତନ । ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଜାଗା ନେଇଛନ୍ତି ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର । ବୁଧବାର

ଏମ.ଏସ ଲ’ ୟୁନିଭରସିଟିକୁ ମିଳିଲା ମାନ୍ୟତା

କଟକ: କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା । ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛି ୟୁନିଭରସିଟି ଗ୍ରାଣ୍ଟ କମିଶନ । ତେବେ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ସହ ତାଲିକାଭୁକ୍ତ କରିଛି ୟୁଜିସି । ୟୁଜିସି ଅଧିନିୟମ ଅନୁସାରେ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ଏମଏସଏଲୟୁ ।