ଏଣିକି ଭୁବନେଶ୍ୱର ବିମାନ ବନ୍ଦରରେ ମିଳିବ ଶ୍ରୀମନ୍ଦିର ଓ ଲିଙ୍ଗରାଜଙ୍କ ଭୋଗ
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ମିଳିବ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରର ଭୋଗ । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଶୁଖିଲା ଭୋଗକୁ ବିମାନବନ୍ଦର ଟର୍ମିନାଲରେ ବିକ୍ରି କରାଯିବ। ବିମାନବନ୍ଦର ଉପଦେଷ୍ଟା କମିଟି (ଏଏସି) ବୈଠକରେ ଏଭଳି ପ୍ରସ୍ତାବ ଉପରେ!-->…
