Odia News Portal

ଅଶ୍ଲୀଳ ଭିଡିଓ ଦେଖିଥିଲେ ଛାତ୍ର, ମାମଲା ରୁଜୁ ହେବ କହି ୨୦ ହଜାର ଟଙ୍କା ଲୁଟିନେଲେ ସାଇବର ଠକ

ଚେନ୍ନାଇ: କରୋନା ଲାଗି ଛାତ୍ରଛାତ୍ର ମାନେ ଅନଲାଇନରେ ପାଠ ପଢ଼ୁଛନ୍ତି । ତେବେ ଅନେକ ଛାତ୍ରଛାତ୍ରୀ ମୋବାଇଲ ପାଇବା ପରେ ଅନେକ ଅଶ୍ଲୀଳ ସାଇଟ ଖୋଲୁଥିବା ଦେଖିବାକୁ ମିଳୁଛି । ତେବେ ସେମିତି ଜଣେ ଛାତ୍ର ଅଶ୍ଳୀଳ ଭିଡିଓ ଦେଖୁଥିବା ଜାଣିବା ପରେ ଦୁଇଜଣ ସାଇବର ଠକ ତାଙ୍କୁ ପୋଲିସ କହି ଭୟଭୀତ

ସେମିଫାଇନାଲରେ ହାରିଲେ ବଜରଙ୍ଗ ପୁନିଆ

ଟୋକିଓ: ଟୋକିଓ ଅଲିମ୍ପିକର ରେସଲିଂ ମ୍ୟାଟ୍ରେ ଭାରତର ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ପାଇବାର ଆଶା ଭାଙ୍ଗିଯାଇଛି। ସେମିଫାଇନାଲରେ ରେସଲର ବଜରଙ୍ଗ ପୁନିଆ ହାରିଯାଇଛନ୍ତି। ତାଙ୍କୁ ଅଜରବୈଜାନର କୁସ୍ତିଯୋଦ୍ଧା ହାଜି ଅଲିୟେଭ ହରାଇଛନ୍ତି। ଏହି ପରାଜୟ ପରେ ପୁନିଆଙ୍କୁ ବ୍ରୋଞ୍ଜ ମେଡାଲ ଜିତିବା

ପୌର ଓ ପଞ୍ଚାୟତ ନିର୍ବାଚନରେ ଗେମ ଚେଞ୍ଜର ହେବେ ପର୍ଯ୍ୟବେକ୍ଷକ, ପ୍ରଦର୍ଶନ ଉପରେ ଭବିଷ୍ୟତ ନିର୍ଭର

ଭୁବନେଶ୍ୱର : ଆଗାମୀ ପୌର ଓ ପଞ୍ଚାୟତ ର୍ନିବାଚନରେ ଦଳୀୟ ପର୍ଯ୍ୟବେକ୍ଷକମାନେ ଗେମ ଚେଞ୍ଜର ହେବେ । ଏମାନଙ୍କ ଉପରେ ହିଁ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଝବୁତ କରିବା ସହିତ ଭୋଟ ବଢାଇବା ନିର୍ଭର କରୁଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ତିନିଦଳ ବିଜେଡି, ବିଜେପି ଓ କଂଗ୍ରେସ

ଶ୍ରୀମନ୍ଦିର ପ୍ରବେଶ ଲାଗି ଜାରି ହେଲା ନୂଆ ଏସଓପି

ପୁରୀ: ଶ୍ରୀମନ୍ଦିର ଦର୍ଶନ ପାଇଁ ପୁରୀବାସୀଙ୍କ ପାଇଁ ଆସିଲା ନୂଆ ଏସଓପି । ପ୍ରଥମ ୫ ଦିନ ପୁରୀବାସୀଙ୍କ ପାଇଁ ଗଜା ଦର୍ଶନ ସୁବିଧା ମିଳିବ । ଦର୍ଶନ କରିବା ପାଇଁ ପୁରୀବାସୀଙ୍କୁ ଡବଳ ଡୋଜ୍ ଟିକା ସାର୍ଟିଫିକେଟ୍ କିମ୍ବା ଆରଟିପିଆରର ଟେଷ୍ଟ ରିପୋର୍ଟ ଆଉ ପଡିବନି ଦରକାର । କେବଳ ସାଙ୍ଗରେ

ସପ୍ତାହରେ ଦୁଇଦିନ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ଜାତୀୟ ଉଦ୍ୟାନ ନନ୍ଦନକାନନ ସପ୍ତାହରେ ଦୁଇଦିନ ବନ୍ଦ ରହିବ । ଶନି ବାର ଏବଂ ରବିବାର ନନ୍ଦନକାନନ ବନ୍ଦ ରହିବ । ସପ୍ତାହରେ ୫ଦିନ ଖୋଲା ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କରୋନା କଟକଣାକୁ ଦୃଷ୍ଟିରେ ରଖି ସପ୍ତାହରେ ଏହି ଦୁଇଦିନ ବନ୍ଦ ରହିବ । ସେପଟେ

ଏସସିବି ହସ୍ପିଟାଲ ଛାତ ଉପରୁ ଖସି ରୋଗୀ ମୃତ

କଟକ: ଏସସିବି କୋଭିଡ ହସ୍ପିଟାଲରେ ପୁଣି ଏକ ଅଘଟଣ ଘଟିଛି। ଏସସିବି କୋଭିଡ ହସ୍ପିଟାଲ-୧ର ଚାରି ମହଲାରୁ ଖସିପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ରୋଗୀ ଜଣକ ଝରକା ପଟେ ତଳକୁ ଖସିପଡ଼ିଥିବା ସୂଚନା ମିଳିଛି। କିନ୍ତୁ କେଉଁ ପରିସ୍ଥିତିରେ ରୋଗୀ ଜଣକ ତଳକୁ ପଡ଼ିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ

ଆରବିଆଇର ବଡ଼ ଘୋଷଣା

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ତାହାର ଆର୍ଥିକ ନୀତିର ସମୀକ୍ଷା ଅବସରରେ ରେପୋ ରେଟ ୪%, ଏମଏସଏଫ ୪.୨୫% ଏବଂ ରିଭର୍ସ ରେପୋ ରେଟ୍ ୩.୩୫%ରେ ଅପରିବର୍ତ୍ତିତ ରଖିଛି। ମୁଖ୍ୟ ପଲିସି ରେଟଗୁଡିକ ଅପରିବର୍ତ୍ତିତ ରଖିବା ସପକ୍ଷର ଆରବିଆଇ ଆର୍ଥିକ ନୀତି କମିଟି ୫:୧ ମତ

ମୀରାଙ୍କୁ ବିଜେଡ଼ିର ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ବିଶିଷ୍‌ଟ ସ୍ୱେଚ୍ଛାସେବୀ ତଥା ତୃତୀୟ ଲିଙ୍ଗୀଙ୍କ ପ୍ରତିନିଧିତ୍ୱ କରୁଥିବା ମୀରା ପରିଡ଼ାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଦୀର୍ଘଦିନ ହେବ ବିଜେଡି ସହ ଜଡିତ ଥିବା ମୀରାଙ୍କୁ ମିଳିଛି ବିଜୁ ମହିଳା ଜନତା ଦଳର କୋରାପୁଟ ପର୍ଯ୍ୟବେକ୍ଷକ । ଦଳର ସୁପ୍ରିମୋ ତାଙ୍କୁ ଏହି ଦାୟିତ୍ୱ

ମହିଳା ହକି ଦଳ ସହ କଥାହେଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଗ୍ରେଟ୍ ବ୍ରିଟେନଠାରୁ ବ୍ରୋଞ୍ଚ ପଦକ ଲାଗି ଲଢ଼ୁଥିବା ବେଳେ ଭାରତୀୟ ମହିଳା ଦଳ ପରାସ୍ତ ହୋଇଛି । ତେବେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ନେଇଛି ଦଳ । ଯାହାକୁ ନେଇ ସାରା ଦେଶରୁ ଛୁଟିଛି ପ୍ରଂଶସାର ସୁଅ । ଏହି ଅବସରରେ ମହିଳା ଟିମ୍ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ

ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଗିରଫ

କନ୍ଧମାଳ: ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ବାଲିଗୁଡ଼ା ଥାନା ଡିଏସପି ସ୍ବରାଜ ଦେବତା ଓ ଏକ ଟିମ୍ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢାଉ କରି ୧୦୪୪ କେଜି ଗଞ୍ଜେଇ ଜବତ କରିବାସହ ୪ ଗିରଫ କରିଛି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ନରେଶ ଦିଗାଲ, ଅନ୍ତେଶ୍ୱର୍ ମଲିକ, ଅରୁଣ