ବଜ୍ରକାପ୍ତା ଚୋରା ଚାଲାଣ କରୁଥିଲେ, ବନ୍ଧା ହେଲେ
କନ୍ଧମାଳ : ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ମିଡ଼ିଆକିଆ ଅଞ୍ଚଳରେ ଜଣେ ଲୋକଙ୍କ ପାଖରେ ବଜ୍ରକାପ୍ତା ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଅଧିକାରୀ ଗ୍ରାହକ ବେଶରେ ଯାଇ ଚଢ଼ାଉ!-->…
