Odia News Portal

ଗୋପାଳପୁର ଠାରେ ହେବ ଏଲଏନଜି ଟର୍ମିନାଲ, ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ ସହ MOU ସ୍ଵାକ୍ଷରିତ

ଗୋପାଳପୁର ଠାରେ ଏଲଏନଜି ଟର୍ମିନାଲ ପାଇଁ ଓଡ଼ିଶା ଏବଂ ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ ସହ ୨୩୦୬ କୋଟିର ଏମଓୟୁ ସ୍ଵାକ୍ଷରିତ ହୋଇଛି। ଓଡ଼ିଶାରେ ଏନଏନଜି କ୍ଷେତ୍ରକୁ ବିକଶିତ କରିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଂହଭାଗ ଉଦ୍ୟମ ରହିଛି

ବୈଠକ ନେଇ ପ୍ରଭାତଙ୍କ ବିସ୍ଫୋରକ ବୟାନ ; କହିଲେ , ପାଣ୍ଡିଆନଙ୍କ ପ୍ରଭାବ ହ୍ରାସ କରିବାକୁ କରିଥିଲୁ ବୈଠକ

ୱାକଫ୍ ବିଲକୁ ନେଇ ସସ୍ମିତଙ୍କ ସମର୍ଥନ ପରେ ବିଜେଡିରେ ଧରପଗଡ । ବିଭିନ୍ନ ନେତାମାନେ ମେଳି ହୋଇ ସସ୍ମିତଙ୍କ ପଛର କାର୍ପଟଦାର କଥା ଆଲୋଚନା କରୁଥିବାବେଳେ ବୈଠକକୁ ନେଇ କିନ୍ତୁ ଆରମ୍ଭ ହୋଇଗଲାଣି ତୁମ୍ବିତୋଫାନ୍ । ଗୋଟେପଟେ ଯୁବ ନେତା ଓ ଅନ୍ୟପଟେ ବରିଷ୍ଠ ନେତାଙ୍କ ଭିନ୍ନ ଭିନ୍ନ ସ୍ଥାନରେ

ବୈଠକ ପରେ ବିଜେଡି ବରିଷ୍ଠଙ୍କ ବୟାନ : ନବୀନଙ୍କୁ ଦୁର୍ବଳ କଲେ ଛଡ଼ାଯିବନି

ୱାକଫ ବିଲକୁ ନେଇ ବିଜେଡିରେ କନ୍ଦଳ ଚାଲିଥିବା ବେଳେ ଏକାଠି ହେଲେ ବରିଷ୍ଠ ନେତା । ଭୁବନେଶ୍ବର ପଟିଆସ୍ଥିତି କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ହୋଇଥିଲେ ମେଳି । ବୈଠକରେ ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ

ନବୀନ ଦଳରେ ଦାୟ ନା ପାଣ୍ଡିଆନରେ ଦାୟ? ନିଷ୍ପତ୍ତି ନେବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ନବୀନ?

ୱାକଫ୍ ବିବାଦକୁ ନେଇ ବିଜେଡି ଏବେ ଦି’ ଫାଳ । ଏଭଳି ସ୍ଥିତିରେ ନବୀନ ଦୋଛକିରେ ପଡିଥିବାବେଳେ ଦଳୀୟ ନେତାଙ୍କୁ ମନାଇବା ପରିବର୍ତ୍ତେ ତୁଣ୍ଡରେ ତାଲା ଦେବାକୁ ନବୀନ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଏଭଳି କରି କାହାକୁ ସୁରକ୍ଷା ଦେଉଛନ୍ତି ନବୀନ? ଆଗକୁ ଏହା ବିଜେଡି ପାଇଁ

ଦୁଇ କନଷ୍ଟେବଳଙ୍କୁ ଛୁରୀ ଭୁସି ଆକ୍ରମଣ, ଗୁରୁତର ଅବସ୍ଥାରେ ଜଣେ ରାଉରକେଲା ସ୍ଥାନାନ୍ତର

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ସି ବ୍ଲକ୍ ଠାରେ ଦୁଇ ପରିବାର ମଧ୍ଯରେ ଝଗଡ଼ା ହେବାର ଖବର ପାଇ, ଟେନସା ଫାଣ୍ଡିରୁ ଦୁଇ ଜଣ କନେଷ୍ଟବଳ ପୃଥ୍ବୀରାଜ ପରିଡ଼ା ଓ ଶ୍ରୀ ରାଉତରାୟ ସ୍ଥିତି ସମାଧାନ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହେଲେ ସେଠାରେ ଦୁହେଁ ପରିବାର

ସୁନ୍ଦରଗଡ ବେଆଇନ କୋଇଲା ଖଣି ଉପରେ ଘନ ଘନ ରେଡ୍,ଜବତ ହେଲାଣି ୨୫୦ ଟନ୍‌ରୁ ଅଧିକ କଳାହୀରା

ସରକାରଙ୍କ ଟାର୍ଗେଟରେ କୋଇଲା ମାଫିଆ । ସୁନ୍ଦରଗଡ଼ରେ ବେଆଇନ୍‌ କୋଇଲା ଖଣି ଉପରେ ଚାଲିଛି ଘନ ଘନ ଚଢ଼ାଉ । ପ୍ରଶାସନର ଘନ ଘନ ଚଢାଉରେ ଛତ୍ର ଭଙ୍ଗ ଦେଲେଣି କଳାହୀରାର କଳା କାରବାର ଚଳାଉଥିବା ଏ ମାଫିଆ ମାନେ । ଏବେ ସୁଦ୍ଧା ୨ଶହ ୫୦ ଟନ୍‌ରୁ ଅଧିକ କୋଇଲା ଜବତ ହେଲାଣି । ଘଟଣାସ୍ଥଳରେ ଖଣି

ହୋଟେଲ୍‌ରେ ବିଜେଡି ନେତାଙ୍କ ମେଳି, ସାମିଲ ହେଲେ ବରିଷ୍ଠ ଓ ଯୁବ ନେତା

ହୋଟେଲରେ ମେଳି ବାନ୍ଧିଲେ ବିଜେଡି ନେତା । ପଟିଆସ୍ଥିତ ହୋଟେଲ୍ କ୍ରିଷ୍ଟାଲ କ୍ରାଉନ୍‌ରେ ବିଜେଡିର ରୁଦ୍ଧଦ୍ୱାର ବୈଠକ ଚାଲିଛି । ଏହି ବୈଠକରେ ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ, ଭୁପିନ୍ଦର ସିଂ, ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ବଦ୍ରୀ ପାତ୍ର, ନୃସିଂହ ସାହୁ,

ଓଇଆରସିର ଅଧ୍ୟକ୍ଷ ଭାବେ ପ୍ରଦୀପ କୁମାର ଜେନାଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓ.ଇ.ଆର.ସି)ର ଅଧ୍ୟକ୍ଷ ଭାବେ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି। ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ଡ. କମ୍ଭମ୍‌ପାଟି ଶ୍ରୀ ଜେନାଙ୍କୁ ଓ.ଇ.ଆର.ସି.ର

ଓଡ଼ିଶାରେ ହେବ ବଡ ପୁଞ୍ଜିନିବେଶ : ୯୬ ହଜାର ଯୁବକ ଯୁବତୀ ପାଇବେ ନିଯୁକ୍ତି

ଓଡ଼ିଶାରେ ହେବ ବଡ଼ ପୁଞ୍ଜିନିବେଶ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତକାଳରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ବିଭିନ୍ନ ଶିଳ୍ପସଂସ୍ଥା ସହ ଓଡ଼ିଶା ସରକାରଙ୍କର ୧୩ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ବୁଝାମଣା ଅନୁସାରେ , ଓଡ଼ିଶାରେ ଶିଳ୍ପ

ନାୟକ ନବୀନ, ଖଳନାୟକ ବି ନବୀନ : ବାବୁ

ୱକ୍‌ ବିଲ ଭୋଟିଂକୁ ନେଇ ରାଜନୀତି ସରଗରମ ହୋଇଛି। ତେବେ ଏହି ଘଟଣାକୁ ନେଇ ଭାଜପା ବିଧାୟକ ବାବୁ ସିଂ ନବୀନଙ୍କୁ ଟାର୍ଗେଟ କରିଛନ୍ତି।ସେ କହିଛନ୍ତି ଓଡ଼ିଶାବାସୀଙ୍କ ସହ ଡ୍ରାମା କରୁଛନ୍ତି ନବୀନ ବାବୁ। ସମସ୍ତ ଏପିସୋଡର ନାୟକ ନବୀନ, ଖଳନାୟକ ବି ନବୀନ ।