ନରମିଲା ବ୍ରିଟେନ୍, କୋଭିସିଲ୍ଡକୁ ମଞ୍ଜୁରୀ
ନୂଆଦିଲ୍ଲୀ: ଭାରତର ଚେତାବନୀ ପରେ ବ୍ରିଟେନ ନିଜ ବିବାଦୀୟ ଟିକା ନୀତିରେ ପରିବର୍ତ୍ତନ କରିଛି। ବ୍ରିଟେନ ଏବେ ଏହାର ସଂଶୋଧିତ ଯାତ୍ରା ନିୟମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା ‘କୋଭିଶିଲ୍ଡ’ କୁ ସ୍ବୀକୃତି ଦେଇଛି। ତଥାପି ବ୍ରିଟେନକୁ ଯାଉଥିବା ଭାରତୀୟମାନଙ୍କୁ ୧୦ ଦିନ!-->…
