Odia News Portal

ଆସନ୍ତା ୧୪ରୁ ୧୬ ମଧ୍ୟରେ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୪ରୁ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଗତବର୍ଷ ଅଗଷ୍ଟ ୨୧ ରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱରରେ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଭନ୍ନ ପ୍ରସିଦ୍ଧ ଧର୍ମାନୁଷ୍ଠାନମାନ ଖୋଲିଲାଣି । ଧବଳେଶ୍ୱରଙ୍କଠାରୁ ଆରମ୍ଭ କରି ବଳଦେବଜୀୟଙ୍କ ପୀଠ ସବୁଠି ଭକ୍ତଙ୍କ ପ୍ରବେଶ ହେଲାଣି । ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବିଏମସି କମିଶନରଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ

ଆସନ୍ତା ୨୦ ସୁଦ୍ଧା ପ୍ରକାଶ ପାଇବ ମେଟ୍ରିକ ଅଫଲାଇନ ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତା ୨୦ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଅଫଲାଇନ୍ ପରୀକ୍ଷା ରେଜଲ୍ଟ । ଏଥିଲାଗି ଜୋରଦାର ଉଦ୍ୟମ ଚାଲିଛି। ଚଳିତ ବର୍ଷ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ସତ୍ତ୍ୱେ ଗତବର୍ଷଠାରୁ ଶୀଘ୍ର ଆରମ୍ଭ ହେବ ଯୁକ୍ତ ୨ ନାମଲେଖା । ଅଫଲାଇନ୍ ପରୀକ୍ଷା ଦେଇଥିବା ପିଲାଙ୍କୁ ବି ନାମ

ଗଞ୍ଜାମ ଜିଲ୍ଲା ବିଜେଡ଼ି ଉପସଭାପତି ହେଲେ ସୁରଥ ପ୍ରଧାନ

ବ୍ରହ୍ମପୁର: ଗଞ୍ଜମ ବ୍ଲକ ର ପୂର୍ବତନ ଅଧକ୍ଷ ତଥା ବର୍ତମାନ ସୁବଳୟା ପଂଚାୟତର ସମିତି ସଭ୍ୟ ତଥା ସମାଜ ସେବୀ ସୁରଥ ପ୍ରଧାନ ହେଉଛନ୍ତି ଗଞ୍ଜମ ଜିଲ୍ଲା ବିଜୁ ଜନତା ଦଳ ଉପ ସଭାପତି ରୂପେ ମନୋନୀତ ହୋଇଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଡ. ରମେଶ ଚନ୍ଦ୍ର

ଲର୍ଣ୍ଣିଂ ଲାଇସେନ୍ସ ଲାଗି ୯ରୁ ସ୍ଲଟ ବୁକିଂ

ଭୁବନେଶ୍ୱର: ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ । ୧୧ ତାରିଖରୁ ଆରମ୍ଭ ହେବ ଲର୍ଣ୍ଣିଂ ଟେଷ୍ଟ । କୋଭିଡ ଦ୍ୱିତୀୟ ଲହର ପାଇଁ ଏହା ବନ୍ଦ ଥିଲା । ଗତ ମାର୍ଚ୍ଚ ମାସ ୧୮ରୁ ସ୍ଲଟ ବୁକିଂ ବନ୍ଦ ରହିଛି । ପୂର୍ବରୁ ଯେଉଁମାନେ ଫି ଦାଖଲ କରିଥିଲେ ତାହା କାଏମ ରହିଛି

ରସାବଳୀ ଓ ରେଳଗାଡିକୁ ନେଇ କେନ୍ଦ୍ରାପଡା ରାଜନୀତି ସରଗରମ, ଚର୍ଚ୍ଚାରେ ଚାରି ସାଂସଦ

ଭୁବନେଶ୍ୱର : କେନ୍ଦ୍ରାପଡା ରାଜନୀତିରେ ଏବେ ପ୍ରମୁଖ ପ୍ରସଙ୍ଗ ପାଲଟିଛି ରସାବଳି ଓ ରେଳ ଯାତ୍ରା । ଦୁଇଟି ଭିନ୍ନ ପ୍ରସଙ୍ଗ ହୋଇଥିଲେ ମଧ୍ୟ ରାଜ୍ୟର ଚାରି ଚାରି ଜଣ ସାଂସଦ ଏହାକୁ ଉଠାଇ ଥିବାରୁ ଆଗାମୀ ଦିନରେ ଏହା ଜିଲ୍ଲା ରାଜନୀତିକୁ ପ୍ରଭାବିତ କରିବ ବୋଲି ଆଲୋଚନା ହେଉଛି । ନିକଟରେ

ମୁମ୍ବାଇରେ ବୋମା ଆତଙ୍କ

ମୁମ୍ବାଇ: ଶୁକ୍ରବାର ରାତିରେ ଜଣେ ଅଜ୍ଞାତ ବ୍ୟକ୍ତି ପୁଲିସକୁ ଫୋନ କରି ବୋମା ଖଞ୍ଜାଯାଇଥିବା ଧମକ ଦେବାପରେ ମହାନଗରର ତିନିଟି ରେଳ ଷ୍ଟେସନ ଏବଂ ବଲିଉଡ ଅଭିନେତା ଅମିତାଭ ବଚନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମୁମ୍ବଇ ପୁଲିସର ନିୟନ୍ତ୍ରଣ କକ୍ଷକୁ ଆସିଥିବା ଏହି ଫୋନ

୧୫ରୁ ଏସସିବିରେ ଇକମୋ ସେବା

କଟକ : ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇକମୋ ସେବା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ୧୫ରୁ କଟକ ଏସସିବିରେ ଇକମୋ ସେବା ଉପଲବ୍ଧ ହେବ । ଏନେଇ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ଥିବା ବେଳେ ୯ଟି ଇକମୋ ମେସିନ କଟକ ଏସସିବି ମେଡିକାଲକୁ ଆସିଥିବା

ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ

ଭୁବନେଶ୍ୱର : କୋଭିଡ କଟକଣା । ଜୀବନ ଓ ଜୀବିକା ବଞ୍ଚାଇବା ଚିନ୍ତାରେ ଥିଲେ ଅବିଭାବକ । ଏସବୁ ଭିତରେ କିନ୍ତୁ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ବେଶ ଭଲ କରିଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଖଣ୍ଡସାହି ଭଳି ଗାଁରେ ଥିବା ଡକ୍ଟର ଦେବ୍ ମହାନ୍ତି

ଆଜି ବ୍ରୋଞ୍ଚ ପଦକ ଲାଗି ଲଢ଼ିବେ ବଜରଙ୍ଗ ପୁନିଆ

ଟୋକିଓ: ଆଜି ବ୍ରୋଞ୍ଜ ପାଇଁ ଲଢିବେ ବଜରଙ୍ଗ ପୁନିଆ । ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ବ୍ରୋଞ୍ଜ ପଦକ ପାଇଁ ରେସଲିଂ ରିଙ୍ଗକୁ ଓହ୍ଲାଇବେ । ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଗାଦଜିମୁରାଦ ରଶିଦୋଭଙ୍କ ସହ ଲଢିବେ ବଜରଙ୍ଗ ପୁନିଆ । ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ରେସଲର୍ ନିରାଶ