ଇସ୍ତଫା ଦେଲେ ମହିଳା ହକି ଦଳର ମୁଖ୍ୟ କୋଚ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଚ ପଦକ ଲଢ଼େଇରେ ବ୍ରିଟେନଠାରୁ ପରାସ୍ତ ହୋଇଛି । ତଥାପି ଭାରତ ମହିଳା ହକି ଦଳର ଖେଳ ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା । ତେବେ ଏହାରି ଭିତରେ ଦଳର ମୁଖ୍ୟ କୋଚ ସୋର୍ଡେ ମାର୍ଜେନ ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି,!-->…
