ଆସନ୍ତାକାଲିଠୁ ଜଗତସିଂହପୁର ଜିଲ୍ଲାରେ ଖୋଲିବ ଧର୍ମାନୁଷ୍ଠାନ
ଜଗତସିଂହପୁର: ଆସନ୍ତାକାଲିଠୁ ଜଗତସିଂହପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଜିଲ୍ଲାପାଳ-ମନ୍ଦିର କର୍ମକର୍ତ୍ତାଙ୍କ ଆଲୋଚନା ପରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଶାରଳା ପୀଠ, ଗୋରଖନାଥ ପୀଠ ସହ ସମସ୍ତ ମନ୍ଦିର ଖୋଲିବାକୁ ଅନୁମତି ରହିଛି । ସକାଳ ୭ଟା ୩୦ରୁ ସନ୍ଧ୍ୟା ଆଳତୀ!-->…
