ପାଣିରେ ବିମାନ
ନୂଆଦିଲ୍ଲୀ:ଦିଲ୍ଲୀରେ ବାଦଲ ଫଟା ବର୍ଷା । ଆଉ ବର୍ଷା ପରେ ସ୍ଥତି ଅସମ୍ଭାଳ । ସକାଳୁ ଲଗାତର ବର୍ଷା ହେବାପରେ ଦିଲ୍ଲୀରେ ଦେଖାଦେଇଛି ଜଳସ୍ତର ବୃଦ୍ଧି ସମସ୍ୟା । ଏହା ସହ ଦକ୍ଷିଣ ଦିଲ୍ଲୀର ମହିପାଲପୁର ଏବଂ ମୁନିରକାର ରାସ୍ତା ଗୁଡ଼ିକ ମଧ୍ୟ ବର୍ଷା ପାଣିରେ ବୁଡ଼ି ରହିଥିବା ବେଳେ ଜନଜୀବନ ଅସ୍ତ!-->…
