ଦିଦି ଭରିଲେ ନାମାଙ୍କନ
କୋଲକାତା: ନାମାଙ୍କନ ଭରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ଲାଗି ପ୍ରର୍ଥୀପତ୍ର ଦାଖଲକରିଛନ୍ତି ଦିଦି । ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ମମତା । ତେବେ ଆଜି ଉପନିର୍ବାଚନ ଲାଗି ନାମାଙ୍କନ ଭରିଛନ୍ତି । ଏହି!-->…
